ଅଷ୍ଟ ଲକ୍ଷ୍ମୀ ସ୍ତୋତ୍ରମ୍


ଆଦିଲକ୍ଷ୍ମୀ
ସୁମନସ ଵଂଦିତ ସୁଂଦରି ମାଧଵି, ଚଂଦ୍ର ସହୋଦରି ହେମମୟେ
ମୁନିଗଣ ଵଂଦିତ ମୋକ୍ଷପ୍ରଦାୟିନି, ମଂଜୁଲ ଭାଷିଣି ଵେଦନୁତେ । [ମୁନିଗଣ ମଂଡିତ ମୋକ୍ଷପ୍ରଦାୟିନି, ମଂଜୁଲ ଭାଷିଣି ଵେଦନୁତେ]
ପଂକଜଵାସିନି ଦେଵ ସୁପୂଜିତ, ସଦ୍ଗୁଣ ଵର୍ଷିଣି ଶାଂତିୟୁତେ
ଜୟ ଜୟହେ ମଧୁସୂଦନ କାମିନି, ଆଦିଲକ୍ଷ୍ମି ପରିପାଲୟ ମାମ୍ [ସଦା ପାଲୟ ମାମ୍] ॥ 1 ॥

ଧାନ୍ୟଲକ୍ଷ୍ମୀ
ଅୟିକଲି କଲ୍ମଷ ନାଶିନି କାମିନି, ଵୈଦିକ ରୂପିଣି ଵେଦମୟେ
କ୍ଷୀର ସମୁଦ୍ଭଵ ମଂଗଳ ରୂପିଣି, ମଂତ୍ରନିଵାସିନି ମଂତ୍ରନୁତେ ।
ମଂଗଳଦାୟିନି ଅଂବୁଜଵାସିନି, ଦେଵଗଣାଶ୍ରିତ ପାଦୟୁତେ
ଜୟ ଜୟହେ ମଧୁସୂଦନ କାମିନି, ଧାନ୍ୟଲକ୍ଷ୍ମି ସଦା ପାଲୟ ମାମ୍ [ପରିପାଲୟ ମାମ୍] ॥ 2 ॥

ଧୈର୍ୟଲକ୍ଷ୍ମୀ
ଜୟଵରଵର୍ଷିଣି ଵୈଷ୍ଣଵି ଭାର୍ଗଵି, ମଂତ୍ର ସ୍ଵରୂପିଣି ମଂତ୍ରମୟେ [ଜୟଵରଵର୍ଣିନି]
ସୁରଗଣ ପୂଜିତ ଶୀଘ୍ର ଫଲପ୍ରଦ, ଜ୍ଞାନ ଵିକାସିନି ଶାସ୍ତ୍ରନୁତେ ।
ଭଵଭୟହାରିଣି ପାପଵିମୋଚନି, ସାଧୁ ଜନାଶ୍ରିତ ପାଦୟୁତେ
ଜୟ ଜୟହେ ମଧୁସୂଦନ କାମିନି, ଧୈର୍ୟଲକ୍ଷ୍ମି ପରିପାଲୟ ମାମ୍ [ସଦା ପାଲୟ ମାମ୍] ॥ 3 ॥

ଗଜଲକ୍ଷ୍ମୀ
ଜୟ ଜୟ ଦୁର୍ଗତି ନାଶିନି କାମିନି, ସର୍ଵଫଲପ୍ରଦ ଶାସ୍ତ୍ରମୟେ
ରଥଗଜ ତୁରଗପଦାତି ସମାଵୃତ, ପରିଜନ ମଂଡିତ ଲୋକନୁତେ । [ରଥଗଜ ତୁରଗପଦାଦି ସମାଵୃତ]
ହରିହର ବ୍ରହ୍ମ ସୁପୂଜିତ ସେଵିତ, ତାପ ନିଵାରିଣି ପାଦୟୁତେ [ତାପନିଵାରଣ ପାଦୟୁତେ]
ଜୟ ଜୟହେ ମଧୁସୂଦନ କାମିନି, ଗଜଲକ୍ଷ୍ମି ରୂପେଣ ପାଲୟ ମାମ୍ ॥ 4 ॥

ସଂତାନଲକ୍ଷ୍ମୀ
ଅୟିଖଗ ଵାହିନି ମୋହିନି ଚକ୍ରିଣି, ରାଗଵିଵର୍ଧିନି ଜ୍ଞାନମୟେ
ଗୁଣଗଣଵାରିଧି ଲୋକହିତୈଷିଣି, ସ୍ଵରସପ୍ତ ଭୂଷିତ ଗାନନୁତେ । [ସପ୍ତସ୍ଵର ଭୂଷିତ ଗାନନୁତେ]
ସକଲ ସୁରାସୁର ଦେଵ ମୁନୀଶ୍ଵର, ମାନଵ ଵଂଦିତ ପାଦୟୁତେ
ଜୟ ଜୟହେ ମଧୁସୂଦନ କାମିନି, ସଂତାନଲକ୍ଷ୍ମି ତ୍ଵଂ ପାଲୟ ମାମ୍ [ସଦା ପାଲୟ ମାମ୍] [ପରିପାଲୟ ମାମ୍] ॥ 5 ॥

ଵିଜୟଲକ୍ଷ୍ମୀ
ଜୟ କମଲାସିନି ସଦ୍ଗତି ଦାୟିନି, ଜ୍ଞାନଵିକାସିନି ଗାନମୟେ
ଅନୁଦିନ-ମର୍ଚିତ କୁଂକୁମ ଧୂସର, ଭୂଷିତ ଵାସିତ ଵାଦ୍ୟନୁତେ ।
କନକଧରାସ୍ତୁତି ଵୈଭଵ ଵଂଦିତ, ଶଂକରଦେଶିକ ମାନ୍ୟପଦେ
ଜୟ ଜୟହେ ମଧୁସୂଦନ କାମିନି, ଵିଜୟଲକ୍ଷ୍ମି ସଦା ପାଲୟ ମାମ୍ [ପରିପାଲୟ ମାମ୍] ॥ 6 ॥

ଵିଦ୍ୟାଲକ୍ଷ୍ମୀ
ପ୍ରଣତ ସୁରେଶ୍ଵରି ଭାରତି ଭାର୍ଗଵି, ଶୋକଵିନାଶିନି ରତ୍ନମୟେ
ମଣିମୟ ଭୂଷିତ କର୍ଣଵିଭୂଷଣ, ଶାଂତି ସମାଵୃତ ହାସ୍ୟମୁଖେ ।
ନଵନିଧି ଦାୟିନି କଲିମଲହାରିଣି, କାମିତ ଫଲପ୍ରଦ ହସ୍ତୟୁତେ
ଜୟ ଜୟହେ ମଧୁସୂଦନ କାମିନି, ଵିଦ୍ୟାଲକ୍ଷ୍ମି ସଦା ପାଲୟ ମାମ୍ ॥ 7 ॥

ଧନଲକ୍ଷ୍ମୀ
ଧିମିଧିମି ଧିଂଧିମି ଧିଂଧିମି-ଦିଂଧିମି, ଦୁଂଧୁଭି ନାଦ ସୁପୂର୍ଣମୟେ
ଘୁମଘୁମ ଘୁଂଘୁମ ଘୁଂଘୁମ ଘୁଂଘୁମ, ଶଂଖ ନିନାଦ ସୁଵାଦ୍ୟନୁତେ ।
ଵେଦ ପୂରାଣେତିହାସ ସୁପୂଜିତ, ଵୈଦିକ ମାର୍ଗ ପ୍ରଦର୍ଶୟୁତେ
ଜୟ ଜୟହେ ମଧୁସୂଦନ କାମିନି, ଧନଲକ୍ଷ୍ମି ରୂପେଣ ପାଲୟ ମାମ୍ ॥ 8 ॥

ଫଲଶୃତି
ଶ୍ଲୋ॥ ଅଷ୍ଟଲକ୍ଷ୍ମୀ ନମସ୍ତୁଭ୍ୟଂ ଵରଦେ କାମରୂପିଣି ।
ଵିଷ୍ଣୁଵକ୍ଷଃ ସ୍ଥଲା-ରୂଢେ ଭକ୍ତ ମୋକ୍ଷ ପ୍ରଦାୟିନି ॥

ଶ୍ଲୋ॥ ଶଂଖ ଚକ୍ରଗଦାହସ୍ତେ ଵିଶ୍ଵରୂପିଣି ତେ ଜୟଃ ।
ଜଗନ୍ମାତ୍ରେ ଚ ମୋହିନ୍ୟୈ ମଂଗଳଂ ଶୁଭ ମଂଗଳମ୍ ॥

ବାରମ୍ବାର ପଚରାଯାଉଥିବା ପ୍ରଶ୍ନ

What is ଅଷ୍ଟ ଲକ୍ଷ୍ମୀ ସ୍ତୋତ୍ରମ୍?

ଅଷ୍ଟ ଲକ୍ଷ୍ମୀ ସ୍ତୋତ୍ରମ୍ is a Lakshmi Stotrams available on Bhakti Granth in the selected language or script.

Which language or script is this version in?

This edition is published in Odia. Use the language selector to view another available edition.

Can I read ଅଷ୍ଟ ଲକ୍ଷ୍ମୀ ସ୍ତୋତ୍ରମ୍ online?

Yes. The imported text is available directly on this page for online reading and recitation.

Can I download ଅଷ୍ଟ ଲକ୍ଷ୍ମୀ ସ୍ତୋତ୍ରମ୍ as a PDF?

If a verified PDF resource was found on the source page, a PDF download button is automatically connected to this page.

How can I share this page?

Use Copy Link, WhatsApp or Facebook in the sticky sharing bar provided by the Bhakti Granth theme.

Are there related devotional texts on Bhakti Granth?

Yes. The Bhakti Granth theme automatically connects texts through language and topic relationships to strengthen navigation and topical coverage.

WhatsApp Facebook