ଶ୍ରୀ ଲଲିତା ତ୍ରିଶତି ସ୍ତୋତ୍ରମ୍
ଅସ୍ୟ ଶ୍ରୀଲଲିତା ତ୍ରିଶତୀସ୍ତୋତ୍ର ମହାମଂତ୍ରସ୍ୟ, ଭଗଵାନ୍ ହୟଗ୍ରୀଵ ଋଷିଃ, ଅନୁଷ୍ଟୁପ୍ ଛଂଦଃ, ଶ୍ରୀଲଲିତାମହାତ୍ରିପୁରସୁଂଦରୀ ଦେଵତା, ଐଂ ବୀଜଂ, ସୌଃ ଶକ୍ତିଃ, କ୍ଲୀଂ କୀଲକଂ, ମମ ଚତୁର୍ଵିଧପୁରୁଷାର୍ଥଫଲସିଦ୍ଧ୍ୟର୍ଥେ ଜପେ ଵିନିୟୋଗଃ ।
ଐମିତ୍ୟାଦିଭିରଂଗନ୍ୟାସକରନ୍ୟାସାଃ କାର୍ୟାଃ ।
ଧ୍ୟାନମ୍ ।
ଅତିମଧୁରଚାପହସ୍ତା-
-ମପରିମିତାମୋଦବାଣସୌଭାଗ୍ୟାମ୍ ।
ଅରୁଣାମତିଶୟକରୁଣା-
-ମଭିନଵକୁଲସୁଂଦରୀଂ ଵଂଦେ ।
ଶ୍ରୀ ହୟଗ୍ରୀଵ ଉଵାଚ ।
କକାରରୂପା କଲ୍ୟାଣୀ କଲ୍ୟାଣଗୁଣଶାଲିନୀ ।
କଲ୍ୟାଣଶୈଲନିଲୟା କମନୀୟା କଲାଵତୀ ॥ 1 ॥
କମଲାକ୍ଷୀ କଲ୍ମଷଘ୍ନୀ କରୁଣାମୃତସାଗରା ।
କଦଂବକାନନାଵାସା କଦଂବକୁସୁମପ୍ରିୟା ॥ 2 ॥
କଂଦର୍ପଵିଦ୍ୟା କଂଦର୍ପଜନକାପାଂଗଵୀକ୍ଷଣା ।
କର୍ପୂରଵୀଟିସୌରଭ୍ୟକଲ୍ଲୋଲିତକକୁପ୍ତଟା ॥ 3 ॥
କଲିଦୋଷହରା କଂଜଲୋଚନା କମ୍ରଵିଗ୍ରହା ।
କର୍ମାଦିସାକ୍ଷିଣୀ କାରୟିତ୍ରୀ କର୍ମଫଲପ୍ରଦା ॥ 4 ॥
ଏକାରରୂପା ଚୈକାକ୍ଷର୍ୟେକାନେକାକ୍ଷରାକୃତିଃ ।
ଏତତ୍ତଦିତ୍ୟନିର୍ଦେଶ୍ୟା ଚୈକାନଂଦଚିଦାକୃତିଃ ॥ 5 ॥
ଏଵମିତ୍ୟାଗମାବୋଧ୍ୟା ଚୈକଭକ୍ତିମଦର୍ଚିତା ।
ଏକାଗ୍ରଚିତ୍ତନିର୍ଧ୍ୟାତା ଚୈଷଣାରହିତାଦୃତା ॥ 6 ॥
ଏଲାସୁଗଂଧିଚିକୁରା ଚୈନଃକୂଟଵିନାଶିନୀ ।
ଏକଭୋଗା ଚୈକରସା ଚୈକୈଶ୍ଵର୍ୟପ୍ରଦାୟିନୀ ॥ 7 ॥
ଏକାତପତ୍ରସାମ୍ରାଜ୍ୟପ୍ରଦା ଚୈକାଂତପୂଜିତା ।
ଏଧମାନପ୍ରଭା ଚୈଜଦନେକଜଗଦୀଶ୍ଵରୀ ॥ 8 ॥
ଏକଵୀରାଦିସଂସେଵ୍ୟା ଚୈକପ୍ରାଭଵଶାଲିନୀ ।
ଈକାରରୂପା ଚେଶିତ୍ରୀ ଚେପ୍ସିତାର୍ଥପ୍ରଦାୟିନୀ ॥ 9 ॥
ଈଦୃଗିତ୍ୟଵିନିର୍ଦେଶ୍ୟା ଚେଶ୍ଵରତ୍ଵଵିଧାୟିନୀ ।
ଈଶାନାଦିବ୍ରହ୍ମମୟୀ ଚେଶିତ୍ଵାଦ୍ୟଷ୍ଟସିଦ୍ଧିଦା ॥ 10 ॥
ଈକ୍ଷିତ୍ରୀକ୍ଷଣସୃଷ୍ଟାଂଡକୋଟିରୀଶ୍ଵରଵଲ୍ଲଭା ।
ଈଡିତା ଚେଶ୍ଵରାର୍ଧାଂଗଶରୀରେଶାଧିଦେଵତା ॥ 11 ॥
ଈଶ୍ଵରପ୍ରେରଣକରୀ ଚେଶତାଂଡଵସାକ୍ଷିଣୀ ।
ଈଶ୍ଵରୋତ୍ସଂଗନିଲୟା ଚେତିବାଧାଵିନାଶିନୀ ॥ 12 ॥
ଈହାଵିରହିତା ଚେଶଶକ୍ତିରୀଷତ୍ସ୍ମିତାନନା ।
ଲକାରରୂପା ଲଲିତା ଲକ୍ଷ୍ମୀଵାଣୀନିଷେଵିତା ॥ 13 ॥
ଲାକିନୀ ଲଲନାରୂପା ଲସଦ୍ଦାଡିମପାଟଲା ।
ଲଲଂତିକାଲସତ୍ଫାଲା ଲଲାଟନୟନାର୍ଚିତା ॥ 14 ॥
ଲକ୍ଷଣୋଜ୍ଜ୍ଵଲଦିଵ୍ୟାଂଗୀ ଲକ୍ଷକୋଟ୍ୟଂଡନାୟିକା ।
ଲକ୍ଷ୍ୟାର୍ଥା ଲକ୍ଷଣାଗମ୍ୟା ଲବ୍ଧକାମା ଲତାତନୁଃ ॥ 15 ॥
ଲଲାମରାଜଦଲିକା ଲଂବିମୁକ୍ତାଲତାଂଚିତା ।
ଲଂବୋଦରପ୍ରସୂର୍ଲଭ୍ୟା ଲଜ୍ଜାଢ୍ୟା ଲୟଵର୍ଜିତା ॥ 16 ॥
ହ୍ରୀଂକାରରୂପା ହ୍ରୀଂକାରନିଲୟା ହ୍ରୀଂପଦପ୍ରିୟା ।
ହ୍ରୀଂକାରବୀଜା ହ୍ରୀଂକାରମଂତ୍ରା ହ୍ରୀଂକାରଲକ୍ଷଣା ॥ 17 ॥
ହ୍ରୀଂକାରଜପସୁପ୍ରୀତା ହ୍ରୀଂମତୀ ହ୍ରୀଂଵିଭୂଷଣା ।
ହ୍ରୀଂଶୀଲା ହ୍ରୀଂପଦାରାଧ୍ୟା ହ୍ରୀଂଗର୍ଭା ହ୍ରୀଂପଦାଭିଧା ॥ 18 ॥
ହ୍ରୀଂକାରଵାଚ୍ୟା ହ୍ରୀଂକାରପୂଜ୍ୟା ହ୍ରୀଂକାରପୀଠିକା ।
ହ୍ରୀଂକାରଵେଦ୍ୟା ହ୍ରୀଂକାରଚିଂତ୍ୟା ହ୍ରୀଂ ହ୍ରୀଂଶରୀରିଣୀ ॥ 19 ॥
ହକାରରୂପା ହଲଧୃକ୍ପୂଜିତା ହରିଣେକ୍ଷଣା ।
ହରପ୍ରିୟା ହରାରାଧ୍ୟା ହରିବ୍ରହ୍ମେଂଦ୍ରଵଂଦିତା ॥ 20 ॥
ହୟାରୂଢାସେଵିତାଂଘ୍ରିର୍ହୟମେଧସମର୍ଚିତା ।
ହର୍ୟକ୍ଷଵାହନା ହଂସଵାହନା ହତଦାନଵା ॥ 21 ॥
ହତ୍ୟାଦିପାପଶମନୀ ହରିଦଶ୍ଵାଦିସେଵିତା ।
ହସ୍ତିକୁଂଭୋତ୍ତୁଂଗକୁଚା ହସ୍ତିକୃତ୍ତିପ୍ରିୟାଂଗନା ॥ 22 ॥
ହରିଦ୍ରାକୁଂକୁମାଦିଗ୍ଧା ହର୍ୟଶ୍ଵାଦ୍ୟମରାର୍ଚିତା ।
ହରିକେଶସଖୀ ହାଦିଵିଦ୍ୟା ହାଲାମଦାଲସା ॥ 23 ॥
ସକାରରୂପା ସର୍ଵଜ୍ଞା ସର୍ଵେଶୀ ସର୍ଵମଂଗଲା ।
ସର୍ଵକର୍ତ୍ରୀ ସର୍ଵଭର୍ତ୍ରୀ ସର୍ଵହଂତ୍ରୀ ସନାତନା ॥ 24 ॥
ସର୍ଵାନଵଦ୍ୟା ସର୍ଵାଂଗସୁଂଦରୀ ସର୍ଵସାକ୍ଷିଣୀ ।
ସର୍ଵାତ୍ମିକା ସର୍ଵସୌଖ୍ୟଦାତ୍ରୀ ସର୍ଵଵିମୋହିନୀ ॥ 25 ॥
ସର୍ଵାଧାରା ସର୍ଵଗତା ସର୍ଵାଵଗୁଣଵର୍ଜିତା ।
ସର୍ଵାରୁଣା ସର୍ଵମାତା ସର୍ଵଭୂଷଣଭୂଷିତା ॥ 26 ॥
କକାରାର୍ଥା କାଲହଂତ୍ରୀ କାମେଶୀ କାମିତାର୍ଥଦା ।
କାମସଂଜୀଵନୀ କଲ୍ୟା କଠିନସ୍ତନମଂଡଲା ॥ 27 ॥
କରଭୋରୂଃ କଲାନାଥମୁଖୀ କଚଜିତାଂବୁଦା ।
କଟାକ୍ଷସ୍ୟଂଦିକରୁଣା କପାଲିପ୍ରାଣନାୟିକା ॥ 28 ॥
କାରୁଣ୍ୟଵିଗ୍ରହା କାଂତା କାଂତିଧୂତଜପାଵଲିଃ ।
କଲାଲାପା କଂବୁକଂଠୀ କରନିର୍ଜିତପଲ୍ଲଵା ॥ 29 ॥
କଲ୍ପଵଲ୍ଲୀସମଭୁଜା କସ୍ତୂରୀତିଲକାଂଚିତା ।
ହକାରାର୍ଥା ହଂସଗତିର୍ହାଟକାଭରଣୋଜ୍ଜ୍ଵଲା ॥ 30 ॥
ହାରହାରିକୁଚାଭୋଗା ହାକିନୀ ହଲ୍ୟଵର୍ଜିତା ।
ହରିତ୍ପତିସମାରାଧ୍ୟା ହଠାତ୍କାରହତାସୁରା ॥ 31 ॥
ହର୍ଷପ୍ରଦା ହଵିର୍ଭୋକ୍ତ୍ରୀ ହାର୍ଦସଂତମସାପହା ।
ହଲ୍ଲୀସଲାସ୍ୟସଂତୁଷ୍ଟା ହଂସମଂତ୍ରାର୍ଥରୂପିଣୀ ॥ 32 ॥
ହାନୋପାଦାନନିର୍ମୁକ୍ତା ହର୍ଷିଣୀ ହରିସୋଦରୀ ।
ହାହାହୂହୂମୁଖସ୍ତୁତ୍ୟା ହାନିଵୃଦ୍ଧିଵିଵର୍ଜିତା ॥ 33 ॥
ହୟ୍ୟଂଗଵୀନହୃଦୟା ହରିଗୋପାରୁଣାଂଶୁକା ।
ଲକାରାଖ୍ୟା ଲତାପୂଜ୍ୟା ଲୟସ୍ଥିତ୍ୟୁଦ୍ଭଵେଶ୍ଵରୀ ॥ 34 ॥
ଲାସ୍ୟଦର୍ଶନସଂତୁଷ୍ଟା ଲାଭାଲାଭଵିଵର୍ଜିତା ।
ଲଂଘ୍ୟେତରାଜ୍ଞା ଲାଵଣ୍ୟଶାଲିନୀ ଲଘୁସିଦ୍ଧିଦା ॥ 35 ॥
ଲାକ୍ଷାରସସଵର୍ଣାଭା ଲକ୍ଷ୍ମଣାଗ୍ରଜପୂଜିତା ।
ଲଭ୍ୟେତରା ଲବ୍ଧଭକ୍ତିସୁଲଭା ଲାଂଗଲାୟୁଧା ॥ 36 ॥
ଲଗ୍ନଚାମରହସ୍ତଶ୍ରୀଶାରଦାପରିଵୀଜିତା ।
ଲଜ୍ଜାପଦସମାରାଧ୍ୟା ଲଂପଟା ଲକୁଲେଶ୍ଵରୀ ॥ 37 ॥
ଲବ୍ଧମାନା ଲବ୍ଧରସା ଲବ୍ଧସଂପତ୍ସମୁନ୍ନତିଃ ।
ହ୍ରୀଂକାରିଣୀ ହ୍ରୀଂକାରାଦ୍ୟା ହ୍ରୀଂମଧ୍ୟା ହ୍ରୀଂଶିଖାମଣିଃ ॥ 38 ॥
ହ୍ରୀଂକାରକୁଂଡାଗ୍ନିଶିଖା ହ୍ରୀଂକାରଶଶିଚଂଦ୍ରିକା ।
ହ୍ରୀଂକାରଭାସ୍କରରୁଚିର୍ହ୍ରୀଂକାରାଂଭୋଦଚଂଚଲା ॥ 39 ॥
ହ୍ରୀଂକାରକଂଦାଂକୁରିକା ହ୍ରୀଂକାରୈକପରାୟଣା ।
ହ୍ରୀଂକାରଦୀର୍ଘିକାହଂସୀ ହ୍ରୀଂକାରୋଦ୍ୟାନକେକିନୀ ॥ 40 ॥
ହ୍ରୀଂକାରାରଣ୍ୟହରିଣୀ ହ୍ରୀଂକାରାଵାଲଵଲ୍ଲରୀ ।
ହ୍ରୀଂକାରପଂଜରଶୁକୀ ହ୍ରୀଂକାରାଂଗଣଦୀପିକା ॥ 41 ॥
ହ୍ରୀଂକାରକଂଦରାସିଂହୀ ହ୍ରୀଂକାରାଂଭୋଜଭୃଂଗିକା ।
ହ୍ରୀଂକାରସୁମନୋମାଧ୍ଵୀ ହ୍ରୀଂକାରତରୁମଂଜରୀ ॥ 42 ॥
ସକାରାଖ୍ୟା ସମରସା ସକଲାଗମସଂସ୍ତୁତା ।
ସର୍ଵଵେଦାଂତତାତ୍ପର୍ୟଭୂମିଃ ସଦସଦାଶ୍ରୟା ॥ 43 ॥
ସକଲା ସଚ୍ଚିଦାନଂଦା ସାଧ୍ୟା ସଦ୍ଗତିଦାୟିନୀ ।
ସନକାଦିମୁନିଧ୍ୟେୟା ସଦାଶିଵକୁଟୁଂବିନୀ ॥ 44 ॥
ସକାଲାଧିଷ୍ଠାନରୂପା ସତ୍ୟରୂପା ସମାକୃତିଃ ।
ସର୍ଵପ୍ରପଂଚନିର୍ମାତ୍ରୀ ସମନାଧିକଵର୍ଜିତା ॥ 45 ॥
ସର୍ଵୋତ୍ତୁଂଗା ସଂଗହୀନା ସଗୁଣା ସକଲେଷ୍ଟଦା ।
କକାରିଣୀ କାଵ୍ୟଲୋଲା କାମେଶ୍ଵରମନୋହରା ॥ 46 ॥
କାମେଶ୍ଵରପ୍ରାଣନାଡୀ କାମେଶୋତ୍ସଂଗଵାସିନୀ ।
କାମେଶ୍ଵରାଲିଂଗିତାଂଗୀ କାମେଶ୍ଵରସୁଖପ୍ରଦା ॥ 47 ॥
କାମେଶ୍ଵରପ୍ରଣୟିନୀ କାମେଶ୍ଵରଵିଲାସିନୀ ।
କାମେଶ୍ଵରତପଃସିଦ୍ଧିଃ କାମେଶ୍ଵରମନଃପ୍ରିୟା ॥ 48 ॥
କାମେଶ୍ଵରପ୍ରାଣନାଥା କାମେଶ୍ଵରଵିମୋହିନୀ ।
କାମେଶ୍ଵରବ୍ରହ୍ମଵିଦ୍ୟା କାମେଶ୍ଵରଗୃହେଶ୍ଵରୀ ॥ 49 ॥
କାମେଶ୍ଵରାହ୍ଲାଦକରୀ କାମେଶ୍ଵରମହେଶ୍ଵରୀ ।
କାମେଶ୍ଵରୀ କାମକୋଟିନିଲୟା କାଂକ୍ଷିତାର୍ଥଦା ॥ 50 ॥
ଲକାରିଣୀ ଲବ୍ଧରୂପା ଲବ୍ଧଧୀର୍ଲବ୍ଧଵାଂଛିତା ।
ଲବ୍ଧପାପମନୋଦୂରା ଲବ୍ଧାହଂକାରଦୁର୍ଗମା ॥ 51 ॥
ଲବ୍ଧଶକ୍ତିର୍ଲବ୍ଧଦେହା ଲବ୍ଧୈଶ୍ଵର୍ୟସମୁନ୍ନତିଃ ।
ଲବ୍ଧଵୃଦ୍ଧିର୍ଲବ୍ଧଲୀଲା ଲବ୍ଧୟୌଵନଶାଲିନୀ ॥ 52 ॥
ଲବ୍ଧାତିଶୟସର୍ଵାଂଗସୌଂଦର୍ୟା ଲବ୍ଧଵିଭ୍ରମା ।
ଲବ୍ଧରାଗା ଲବ୍ଧପତିର୍ଲବ୍ଧନାନାଗମସ୍ଥିତିଃ ॥ 53 ॥
ଲବ୍ଧଭୋଗା ଲବ୍ଧସୁଖା ଲବ୍ଧହର୍ଷାଭିପୂରିତା ।
ହ୍ରୀଂକାରମୂର୍ତିର୍ହ୍ରୀଂକାରସୌଧଶୃଂଗକପୋତିକା ॥ 54 ॥
ହ୍ରୀଂକାରଦୁଗ୍ଧାବ୍ଧିସୁଧା ହ୍ରୀଂକାରକମଲେଂଦିରା ।
ହ୍ରୀଂକାରମଣିଦୀପାର୍ଚିର୍ହ୍ରୀଂକାରତରୁଶାରିକା ॥ 55 ॥
ହ୍ରୀଂକାରପେଟକମଣିର୍ହ୍ରୀଂକାରାଦର୍ଶବିଂବିତା ।
ହ୍ରୀଂକାରକୋଶାସିଲତା ହ୍ରୀଂକାରାସ୍ଥାନନର୍ତକୀ ॥ 56 ॥
ହ୍ରୀଂକାରଶୁକ୍ତିକାମୁକ୍ତାମଣିର୍ହ୍ରୀଂକାରବୋଧିତା ।
ହ୍ରୀଂକାରମୟସୌଵର୍ଣସ୍ତଂଭଵିଦ୍ରୁମପୁତ୍ରିକା ॥ 57 ॥
ହ୍ରୀଂକାରଵେଦୋପନିଷଦ୍ ହ୍ରୀଂକାରାଧ୍ଵରଦକ୍ଷିଣା ।
ହ୍ରୀଂକାରନଂଦନାରାମନଵକଲ୍ପକଵଲ୍ଲରୀ ॥ 58 ॥
ହ୍ରୀଂକାରହିମଵଦ୍ଗଂଗା ହ୍ରୀଂକାରାର୍ଣଵକୌସ୍ତୁଭା ।
ହ୍ରୀଂକାରମଂତ୍ରସର୍ଵସ୍ଵା ହ୍ରୀଂକାରପରସୌଖ୍ୟଦା ॥ 59 ॥
ଉତ୍ତରପୀଠିକା (ଫଲଶୃତିଃ)
ହୟଗ୍ରୀଵ ଉଵାଚ ।
ଇତ୍ୟେଵଂ ତେ ମୟାଖ୍ୟାତଂ ଦେଵ୍ୟା ନାମଶତତ୍ରୟମ୍ ।
ରହସ୍ୟାତିରହସ୍ୟତ୍ଵାଦ୍ଗୋପନୀୟଂ ତ୍ଵୟା ମୁନେ ॥ 1 ॥
ଶିଵଵର୍ଣାନି ନାମାନି ଶ୍ରୀଦେଵ୍ୟା କଥିତାନି ହି ।
ଶକ୍ତ୍ୟକ୍ଷରାଣି ନାମାନି କାମେଶକଥିତାନି ଚ ॥ 2 ॥
ଉଭୟାକ୍ଷରନାମାନି ହ୍ୟୁଭାଭ୍ୟାଂ କଥିତାନି ଵୈ ।
ତଦନ୍ୟୈର୍ଗ୍ରଥିତଂ ସ୍ତୋତ୍ରମେତସ୍ୟ ସଦୃଶଂ କିମୁ ॥ 3 ॥
ନାନେନ ସଦୃଶଂ ସ୍ତୋତ୍ରଂ ଶ୍ରୀଦେଵୀପ୍ରୀତିଦାୟକମ୍ ।
ଲୋକତ୍ରୟେଽପି କଲ୍ୟାଣଂ ସଂଭଵେନ୍ନାତ୍ର ସଂଶୟଃ ॥ 4 ॥
ସୂତ ଉଵାଚ ।
ଇତି ହୟମୁଖଗୀତଂ ସ୍ତୋତ୍ରରାଜଂ ନିଶମ୍ୟ
ପ୍ରଗଲିତକଲୁଷୋଽଭୂଚ୍ଚିତ୍ତପର୍ୟାପ୍ତିମେତ୍ୟ ।
ନିଜଗୁରୁମଥ ନତ୍ଵା କୁଂଭଜନ୍ମା ତଦୁକ୍ତଂ
ପୁନରଧିକରହସ୍ୟଂ ଜ୍ଞାତୁମେଵଂ ଜଗାଦ ॥ 5 ॥
ଅଗସ୍ତ୍ୟ ଉଵାଚ ।
ଅଶ୍ଵାନନ ମହାଭାଗ ରହସ୍ୟମପି ମେ ଵଦ ।
ଶିଵଵର୍ଣାନି କାନ୍ୟତ୍ର ଶକ୍ତିଵର୍ଣାନି କାନି ହି ॥ 6 ॥
ଉଭୟୋରପି ଵର୍ଣାନି କାନି ଵା ଵଦ ଦେଶିକ ।
ଇତି ପୃଷ୍ଟଃ କୁଂଭଜେନ ହୟଗ୍ରୀଵୋଽଵଦତ୍ପୁନଃ ॥ 7 ॥
ହୟଗ୍ରୀଵ ଉଵାଚ ।
ତଵ ଗୋପ୍ୟଂ କିମସ୍ତୀହ ସାକ୍ଷାଦଂବାନୁଶାସନାତ୍ ।
ଇଦଂ ତ୍ଵତିରହସ୍ୟଂ ତେ ଵକ୍ଷ୍ୟାମି ଶୃଣୁ କୁଂଭଜ ॥ 8 ॥
ଏତଦ୍ଵିଜ୍ଞାନମାତ୍ରେଣ ଶ୍ରୀଵିଦ୍ୟା ସିଦ୍ଧିଦା ଭଵେତ୍ ।
କତ୍ରୟଂ ହଦ୍ଵୟଂ ଚୈଵ ଶୈଵୋ ଭାଗଃ ପ୍ରକୀର୍ତିତଃ ॥ 9 ॥
ଶକ୍ତ୍ୟକ୍ଷରାଣି ଶେଷାଣି ହ୍ରୀଂକାର ଉଭୟାତ୍ମକଃ ।
ଏଵଂ ଵିଭାଗମଜ୍ଞାତ୍ଵା ୟେ ଵିଦ୍ୟାଜପଶାଲିନଃ ॥ 10 ॥
ନ ତେଷାଂ ସିଦ୍ଧିଦା ଵିଦ୍ୟା କଲ୍ପକୋଟିଶତୈରପି ।
ଚତୁର୍ଭିଃ ଶିଵଚକ୍ରୈଶ୍ଚ ଶକ୍ତିଚକ୍ରୈଶ୍ଚ ପଂଚଭିଃ ॥ 11 ॥
ନଵଚକ୍ରୈଶ୍ଚ ସଂସିଦ୍ଧଂ ଶ୍ରୀଚକ୍ରଂ ଶିଵୟୋର୍ଵପୁଃ ।
ତ୍ରିକୋଣମଷ୍ଟକୋଣଂ ଚ ଦଶକୋଣଦ୍ଵୟଂ ତଥା ॥ 12 ॥
ଚତୁର୍ଦଶାରଂ ଚୈତାନି ଶକ୍ତିଚକ୍ରାଣି ପଂଚ ଚ ।
ବିଂଦୁଶ୍ଚାଷ୍ଟଦଲଂ ପଦ୍ମଂ ପଦ୍ମଂ ଷୋଡଶପତ୍ରକମ୍ ॥ 13 ॥
ଚତୁରଶ୍ରଂ ଚ ଚତ୍ଵାରି ଶିଵଚକ୍ରାଣ୍ୟନୁକ୍ରମାତ୍ ।
ତ୍ରିକୋଣେ ବୈଂଦଵଂ ଶ୍ଲିଷ୍ଟଂ ଅଷ୍ଟାରେଽଷ୍ଟଦଲାଂବୁଜମ୍ ॥ 14 ॥
ଦଶାରୟୋଃ ଷୋଡଶାରଂ ଭୂଗୃହଂ ଭୁଵନାଶ୍ରକେ ।
ଶୈଵାନାମପି ଶାକ୍ତାନାଂ ଚକ୍ରାଣାଂ ଚ ପରସ୍ପରମ୍ ॥ 15 ॥
ଅଵିନାଭାଵସଂବଂଧଂ ୟୋ ଜାନାତି ସ ଚକ୍ରଵିତ୍ ।
ତ୍ରିକୋଣରୂପିଣୀ ଶକ୍ତିର୍ବିଂଦୁରୂପପରଃ ଶିଵଃ ॥ 16 ॥
ଅଵିନାଭାଵସଂବଂଧଂ ତସ୍ମାଦ୍ବିଂଦୁତ୍ରିକୋଣୟୋଃ ।
ଏଵଂ ଵିଭାଗମଜ୍ଞାତ୍ଵା ଶ୍ରୀଚକ୍ରଂ ୟଃ ସମର୍ଚୟେତ୍ ॥ 17 ॥
ନ ତତ୍ଫଲମଵାପ୍ନୋତି ଲଲିତାଂବା ନ ତୁଷ୍ୟତି ।
ୟେ ଚ ଜାନଂତି ଲୋକେଽସ୍ମିନ୍ ଶ୍ରୀଵିଦ୍ୟାଚକ୍ରଵେଦିନଃ ॥ 18 ॥
ସାମନ୍ୟଵେଦିନଃ ସର୍ଵେ ଵିଶେଷଜ୍ଞୋଽତିଦୁର୍ଲଭଃ ।
ସ୍ଵୟଂଵିଦ୍ୟାଵିଶେଷଜ୍ଞୋ ଵିଶେଷଜ୍ଞଂ ସମର୍ଚୟେତ୍ ॥ 19 ॥
ତସ୍ମୈ ଦେୟଂ ତତୋ ଗ୍ରାହ୍ୟମଶକ୍ତସ୍ତସ୍ୟ ଦାପୟେତ୍ ।
ଅଂଧଂ ତମଃ ପ୍ରଵିଶଂତି ୟେଽଵିଦ୍ୟାଂ ସମୁପାସତେ ॥ 20 ॥
ଇତି ଶ୍ରୁତିରପାହୈତାନଵିଦ୍ୟୋପାସକାନ୍ପୁନଃ ।
ଵିଦ୍ୟାନ୍ୟୋପାସକାନେଵ ନିଂଦତ୍ୟାରୁଣିକୀ ଶ୍ରୁତିଃ ॥ 21 ॥
ଅଶ୍ରୁତା ସଶ୍ରୁତାସଶ୍ଚ ୟଜ୍ଵାନୋ ୟେଽପ୍ୟୟଜ୍ଵନଃ ।
ସ୍ଵର୍ୟଂତୋ ନାପେକ୍ଷଂତେ ଇଂଦ୍ରମଗ୍ନିଂ ଚ ୟେ ଵିଦୁଃ ॥ 22 ॥
ସିକତା ଇଵ ସଂୟଂତି ରଶ୍ମିଭିଃ ସମୁଦୀରିତାଃ ।
ଅସ୍ମାଲ୍ଲୋକାଦମୁଷ୍ମାଚ୍ଚେତ୍ୟାହ ଚାରଣ୍ୟକଶ୍ରୁତିଃ ॥ 23 ॥
ୟସ୍ୟ ନୋ ପଶ୍ଚିମଂ ଜନ୍ମ ୟଦି ଵା ଶଂକରଃ ସ୍ଵୟମ୍ ।
ତେନୈଵ ଲଭ୍ୟତେ ଵିଦ୍ୟା ଶ୍ରୀମତ୍ପଂଚଦଶାକ୍ଷରୀ ॥ 24 ॥
ଇତି ମଂତ୍ରେଷୁ ବହୁଧା ଵିଦ୍ୟାୟା ମହିମୋଚ୍ୟତେ ।
ମୋକ୍ଷୈକହେତୁଵିଦ୍ୟା ତୁ ଶ୍ରୀଵିଦ୍ୟା ନାତ୍ର ସଂଶୟଃ ॥ 25 ॥
ନ ଶିଲ୍ପାଦିଜ୍ଞାନୟୁକ୍ତେ ଵିଦ୍ଵଚ୍ଛବ୍ଧଃ ପ୍ରୟୁଜ୍ୟତେ ।
ମୋକ୍ଷୈକହେତୁଵିଦ୍ୟା ସା ଶ୍ରୀଵିଦ୍ୟୈଵ ନ ସଂଶୟଃ ॥ 26 ॥
ତସ୍ମାଦ୍ଵିଦ୍ୟାଵିଦେଵାତ୍ର ଵିଦ୍ଵାନ୍ଵିଦ୍ଵାନିତୀର୍ୟତେ ।
ସ୍ଵୟଂ ଵିଦ୍ୟାଵିଦେ ଦଦ୍ୟାତ୍ଖ୍ୟାପୟେତ୍ତଦ୍ଗୁଣାନ୍ସୁଧୀଃ ॥ 27 ॥
ସ୍ଵୟଂଵିଦ୍ୟାରହସ୍ୟଜ୍ଞୋ ଵିଦ୍ୟାମାହାତ୍ମ୍ୟଵେଦ୍ୟପି ।
ଵିଦ୍ୟାଵିଦଂ ନାର୍ଚୟେଚ୍ଚେତ୍କୋ ଵା ତଂ ପୂଜୟେଜ୍ଜନଃ ॥ 28 ॥
ପ୍ରସଂଗାଦିଦମୁକ୍ତଂ ତେ ପ୍ରକୃତଂ ଶୃଣୁ କୁଂଭଜ ।
ୟଃ କୀର୍ତୟେତ୍ସକୃଦ୍ଭକ୍ତ୍ୟା ଦିଵ୍ୟନାମଶତତ୍ରୟମ୍ ॥ 29 ॥
ତସ୍ୟ ପୁଣ୍ୟମହଂ ଵକ୍ଷ୍ୟେ ଶୃଣୁ ତ୍ଵଂ କୁଂଭସଂଭଵ ।
ରହସ୍ୟନାମସାହସ୍ରପାଠେ ୟତ୍ଫଲମୀରିତମ୍ ॥ 30 ॥
ତତ୍ଫଲଂ କୋଟିଗୁଣିତମେକନାମଜପାଦ୍ଭଵେତ୍ ।
କାମେଶ୍ଵରୀକାମେଶାଭ୍ୟାଂ କୃତଂ ନାମଶତତ୍ରୟମ୍ ॥ 31 ॥
ନାନ୍ୟେନ ତୁଲୟେଦେତତ୍ ସ୍ତୋତ୍ରେଣାନ୍ୟକୃତେନ ଚ ।
ଶ୍ରିୟଃ ପରଂପରା ୟସ୍ୟ ଭାଵି ଵା ଚୋତ୍ତରୋତ୍ତରମ୍ ॥ 32 ॥
ତେନୈଵ ଲଭ୍ୟତେ ଚୈତତ୍ପଶ୍ଚାଚ୍ଛ୍ରେୟଃ ପରୀକ୍ଷୟେତ୍ ।
ଅସ୍ୟା ନାମ୍ନାଂ ତ୍ରିଶତ୍ୟାସ୍ତୁ ମହିମା କେନ ଵର୍ଣ୍ୟତେ ॥ 33 ॥
ୟା ସ୍ଵୟଂ ଶିଵୟୋର୍ଵକ୍ତ୍ରପଦ୍ମାଭ୍ୟାଂ ପରିନିଃସୃତା ।
ନିତ୍ୟଂ ଷୋଡଶସଂଖ୍ୟାକାନ୍ଵିପ୍ରାନାଦୌ ତୁ ଭୋଜୟେତ୍ ॥ 34 ॥
ଅଭ୍ୟକ୍ତାଂସ୍ତିଲତୈଲେନ ସ୍ନାତାନୁଷ୍ଣେନ ଵାରିଣା ।
ଅଭ୍ୟର୍ଚ୍ୟ ଗଂଧପୁଷ୍ପାଦ୍ୟୈଃ କାମେଶ୍ଵର୍ୟାଦିନାମଭିଃ ॥ 35 ॥
ସୂପାପୂପୈଃ ଶର୍କରାଦ୍ୟୈଃ ପାୟସୈଃ ଫଲସଂୟୁତୈଃ ।
ଵିଦ୍ୟାଵିଦୋ ଵିଶେଷେଣ ଭୋଜୟେତ୍ଷୋଡଶ ଦ୍ଵିଜାନ୍ ॥ 36 ॥
ଏଵଂ ନିତ୍ୟାର୍ଚନଂ କୁର୍ୟାଦାଦୌ ବ୍ରାହ୍ମଣଭୋଜନମ୍ ।
ତ୍ରିଶତୀନାମଭିଃ ପଶ୍ଚାଦ୍ବ୍ରାହ୍ମଣାନ୍କ୍ରମଶୋଽର୍ଚୟେତ୍ ॥ 37 ॥
ତୈଲାଭ୍ୟଂଗାଦିକଂ ଦତ୍ଵା ଵିଭଵେ ସତି ଭକ୍ତିତଃ ।
ଶୁକ୍ଲପ୍ରତିପଦାରଭ୍ୟ ପୌର୍ଣମାସ୍ୟଵଧି କ୍ରମାତ୍ ॥ 38 ॥
ଦିଵସେ ଦିଵସେ ଵିପ୍ରା ଭୋଜ୍ୟା ଵିଂଶତିସଂଖ୍ୟୟା ।
ଦଶଭିଃ ପଂଚଭିର୍ଵାପି ତ୍ରିଭିରେକେନ ଵା ଦିନୈଃ ॥ 39 ॥
ତ୍ରିଂଶତ୍ଷଷ୍ଟିଃ ଶତଂ ଵିପ୍ରାଃ ସଂଭୋଜ୍ୟାସ୍ତ୍ରିଶତଂ କ୍ରମାତ୍ ।
ଏଵଂ ୟଃ କୁରୁତେ ଭକ୍ତ୍ୟା ଜନ୍ମମଧ୍ୟେ ସକୃନ୍ନରଃ ॥ 40 ॥
ତସ୍ୟୈଵ ସଫଲଂ ଜନ୍ମ ମୁକ୍ତିସ୍ତସ୍ୟ କରେ ସ୍ଥିରା ।
ରହସ୍ୟନାମସାହସ୍ରଭୋଜନେଽପ୍ୟେଵମେଵ ହି ॥ 41 ॥
ଆଦୌ ନିତ୍ୟବଲିଂ କୁର୍ୟାତ୍ପଶ୍ଚାଦ୍ବ୍ରାହ୍ମଣଭୋଜନମ୍ ।
ରହସ୍ୟନାମସାହସ୍ରମହିମା ୟୋ ମୟୋଦିତଃ ॥ 42 ॥
ସ ଶୀକରାଣୁରତ୍ନୈକନାମ୍ନୋ ମହିମଵାରିଧେଃ ।
ଵାଗ୍ଦେଵୀରଚିତେ ନାମସାହସ୍ରେ ୟଦ୍ୟଦୀରିତମ୍ ॥ 43 ॥
ତତ୍ଫଲଂ କୋଟିଗୁଣିତଂ ନାମ୍ନୋଽପ୍ୟେକସ୍ୟ କୀର୍ତନାତ୍ ।
ଏତଦନ୍ୟୈର୍ଜପୈଃ ସ୍ତୋତ୍ରୈରର୍ଚନୈର୍ୟତ୍ଫଲଂ ଭଵେତ୍ ॥ 44 ॥
ତତ୍ଫଲଂ କୋଟିଗୁଣିତଂ ଭଵେନ୍ନାମଶତତ୍ରୟାତ୍ ।
ଵାଗ୍ଦେଵୀରଚିତେ ସ୍ତୋତ୍ରେ ତାଦୃଶୋ ମହିମା ୟଦି ॥ 45 ॥
ସାକ୍ଷାତ୍କାମେଶକାମେଶୀକୃତେଽସ୍ମିନ୍ଗୃହ୍ୟତାମିତି ।
ସକୃତ୍ସଂକୀର୍ତନାଦେଵ ନାମ୍ନାମସ୍ମିନ୍ ଶତତ୍ରୟେ ॥ 46 ॥
ଭଵେଚ୍ଚିତ୍ତସ୍ୟ ପର୍ୟାପ୍ତିର୍ନ୍ୟୂନମନ୍ୟାନପେକ୍ଷିଣୀ ।
ନ ଜ୍ଞାତଵ୍ୟମିତୋଽପ୍ୟନ୍ୟତ୍ର ଜପ୍ତଵ୍ୟଂ ଚ କୁଂଭଜ ॥ 47 ॥
ୟଦ୍ୟତ୍ସାଧ୍ୟତମଂ କାର୍ୟଂ ତତ୍ତଦର୍ଥମିଦଂ ଜପେତ୍ ।
ତତ୍ତତ୍ଫଲମଵାପ୍ନୋତି ପଶ୍ଚାତ୍କାର୍ୟଂ ପରୀକ୍ଷୟେତ୍ ॥ 48 ॥
ୟେ ୟେ ପ୍ରୟୋଗାସ୍ତଂତ୍ରେଷୁ ତୈସ୍ତୈର୍ୟତ୍ସାଧ୍ୟତେ ଫଲମ୍ ।
ତତ୍ସର୍ଵଂ ସିଧ୍ୟତି କ୍ଷିପ୍ରଂ ନାମତ୍ରିଶତକୀର୍ତନାତ୍ ॥ 49 ॥
ଆୟୁଷ୍କରଂ ପୁଷ୍ଟିକରଂ ପୁତ୍ରଦଂ ଵଶ୍ୟକାରକମ୍ ।
ଵିଦ୍ୟାପ୍ରଦଂ କୀର୍ତିକରଂ ସୁକଵିତ୍ଵପ୍ରଦାୟକମ୍ ॥ 50 ॥
ସର୍ଵସଂପତ୍ପ୍ରଦଂ ସର୍ଵଭୋଗଦଂ ସର୍ଵସୌଖ୍ୟଦମ୍ ।
ସର୍ଵାଭୀଷ୍ଟପ୍ରଦଂ ଚୈଵ ଦେଵ୍ୟା ନାମଶତତ୍ରୟମ୍ ॥ 51 ॥
ଏତଜ୍ଜପପରୋ ଭୂୟାନ୍ନାନ୍ୟଦିଚ୍ଛେତ୍କଦାଚନ ।
ଏତତ୍କୀର୍ତନସଂତୁଷ୍ଟା ଶ୍ରୀଦେଵୀ ଲଲିତାଂବିକା ॥ 52 ॥
ଭକ୍ତସ୍ୟ ୟଦ୍ୟଦିଷ୍ଟଂ ସ୍ୟାତ୍ତତ୍ତତ୍ପୂରୟତେ ଧ୍ରୁଵମ୍ ।
ତସ୍ମାତ୍କୁଂଭୋଦ୍ଭଵ ମୁନେ କୀର୍ତୟ ତ୍ଵମିଦଂ ସଦା ॥ 53 ॥
ନାପରଂ କିଂଚିଦପି ତେ ବୋଦ୍ଧଵ୍ୟମଵଶିଷ୍ୟତେ ।
ଇତି ତେ କଥିତଂ ସ୍ତୋତ୍ରଂ ଲଲିତାପ୍ରୀତିଦାୟକମ୍ ॥ 54 ॥
ନାଵିଦ୍ୟାଵେଦିନେ ବ୍ରୂୟାନ୍ନାଭକ୍ତାୟ କଦାଚନ ।
ନ ଶଠାୟ ନ ଦୁଷ୍ଟାୟ ନାଵିଶ୍ଵାସାୟ କର୍ହିଚିତ୍ ॥ 56 ॥
ୟୋ ବ୍ରୂୟାତ୍ତ୍ରିଶତୀଂ ନାମ୍ନାଂ ତସ୍ୟାନର୍ଥୋ ମହାନ୍ଭଵେତ୍ ।
ଇତ୍ୟାଜ୍ଞା ଶାଂକରୀ ପ୍ରୋକ୍ତା ତସ୍ମାଦ୍ଗୋପ୍ୟମିଦଂ ତ୍ଵୟା ॥ 57 ॥
ଲଲିତାପ୍ରେରିତେନୈଵ ମୟୋକ୍ତଂ ସ୍ତୋତ୍ରମୁତ୍ତମମ୍ ।
ରହସ୍ୟନାମସାହସ୍ରାଦପି ଗୋପ୍ୟମିଦଂ ମୁନେ ॥ 58 ॥
ସୂତ ଉଵାଚ ।
ଏଵମୁକ୍ତ୍ଵା ହୟଗ୍ରୀଵଃ କୁଂଭଜଂ ତାପସୋତ୍ତମମ୍ ।
ସ୍ତୋତ୍ରେଣାନେନ ଲଲିତାଂ ସ୍ତୁତ୍ଵା ତ୍ରିପୁରସୁଂଦରୀମ୍ ।
ଆନଂଦଲହରୀମଗ୍ନମାନସଃ ସମଵର୍ତତ ॥ 59 ॥
ଇତି ବ୍ରହ୍ମାଂଡପୁରାଣେ ଉତ୍ତରଖଂଡେ ହୟଗ୍ରୀଵାଗସ୍ତ୍ୟସଂଵାଦେ ଲଲିତୋପାଖ୍ୟାନେ ସ୍ତୋତ୍ରଖଂଡେ ଶ୍ରୀଲଲିତାତ୍ରିଶତୀସ୍ତୋତ୍ରରତ୍ନମ୍ ।
ବାରମ୍ବାର ପଚରାଯାଉଥିବା ପ୍ରଶ୍ନ
What is ଶ୍ରୀ ଲଲିତା ତ୍ରିଶତି ସ୍ତୋତ୍ରମ୍?
ଶ୍ରୀ ଲଲିତା ତ୍ରିଶତି ସ୍ତୋତ୍ରମ୍ is a devotional text available on Bhakti Granth in the selected language or script.
Which language or script is this version in?
This edition is published in Odia. Use the language selector to view another available edition.
Can I read ଶ୍ରୀ ଲଲିତା ତ୍ରିଶତି ସ୍ତୋତ୍ରମ୍ online?
Yes. The imported text is available directly on this page for online reading and recitation.
Can I download ଶ୍ରୀ ଲଲିତା ତ୍ରିଶତି ସ୍ତୋତ୍ରମ୍ as a PDF?
If a verified PDF resource was found on the source page, a PDF download button is automatically connected to this page.
How can I share this page?
Use Copy Link, WhatsApp or Facebook in the sticky sharing bar provided by the Bhakti Granth theme.
Are there related devotional texts on Bhakti Granth?
Yes. The Bhakti Granth theme automatically connects texts through language and topic relationships to strengthen navigation and topical coverage.