ଶ୍ରୀ ଗଣପତି ତାଳମ୍


ଵିକଟୋତ୍କଟସୁଂଦରଦଂତିମୁଖଂ
ଭୁଜଗେଂଦ୍ରସୁସର୍ପଗଦାଭରଣମ୍ ।
ଗଜନୀଲଗଜେଂଦ୍ର ଗଣାଧିପତିଂ
ପ୍ରଣତୋଽସ୍ମି ଵିନାୟକ ହସ୍ତିମୁଖମ୍ ॥ 1 ॥

ସୁର ସୁର ଗଣପତି ସୁଂଦରକେଶଂ
ଋଷି ଋଷି ଗଣପତି ୟଜ୍ଞସମାନମ୍ ।
ଭଵ ଭଵ ଗଣପତି ପଦ୍ମଶରୀରଂ
ଜୟ ଜୟ ଗଣପତି ଦିଵ୍ୟନମସ୍ତେ ॥ 2 ॥

ଗଜମୁଖଵକ୍ତ୍ରଂ ଗିରିଜାପୁତ୍ରଂ
ଗଣଗୁଣମିତ୍ରଂ ଗଣପତିମୀଶପ୍ରିୟମ୍ ॥ 3 ॥

କରଧୃତପରଶୁଂ କଂକଣପାଣିଂ
କବଲିତପଦ୍ମରୁଚିମ୍ ।
ସୁରପତିଵଂଦ୍ୟଂ ସୁଂଦରନୃତ୍ତଂ
ସୁରଚିତମଣିମକୁଟମ୍ ॥ 4 ॥

ପ୍ରଣମତ ଦେଵଂ ପ୍ରକଟିତ ତାଳଂ
ଷଡ୍ଗିରି ତାଳମିଦମ୍ ।
ତତ୍ତତ୍ ଷଡ୍ଗିରି ତାଳମିଦଂ
ତତ୍ତତ୍ ଷଡ୍ଗିରି ତାଳମିଦମ୍ ॥ 5 ॥

ଲଂବୋଦରଵର କୁଂଜାସୁରକୃତ କୁଂକୁମଵର୍ଣଧରମ୍ ।
ଶ୍ଵେତସଶୃଂଗଂ ମୋଦକହସ୍ତଂ ପ୍ରୀତିସପନସଫଲମ୍ ॥ 6 ॥

ନୟନତ୍ରୟଵର ନାଗଵିଭୂଷିତ ନାନାଗଣପତିଦଂ ତତ୍ତତ୍
ନୟନତ୍ରୟଵର ନାଗଵିଭୂଷିତ ନାନାଗଣପତିଦଂ ତତ୍ତତ୍
ନାନାଗଣପତି ତଂ ତତ୍ତତ୍ ନାନାଗଣପତିଦମ୍ ॥ 7 ॥

ଧଵଳିତ ଜଲଧରଧଵଳିତ ଚଂଦ୍ରଂ
ଫଣିମଣିକିରଣଵିଭୂଷିତ ଖଡ୍ଗମ୍ ।
ତନୁତନୁଵିଷହର ଶୂଲକପାଲଂ
ହର ହର ଶିଵ ଶିଵ ଗଣପତିମଭୟମ୍ ॥ 8 ॥

କଟତଟ ଵିଗଲିତମଦଜଲ ଜଲଧିତ-
ଗଣପତିଵାଦ୍ୟମିଦଂ
କଟତଟ ଵିଗଲିତମଦଜଲ ଜଲଧିତ-
ଗଣପତିଵାଦ୍ୟମିଦଂ
ତତ୍ତତ୍ ଗଣପତିଵାଦ୍ୟମିଦଂ
ତତ୍ତତ୍ ଗଣପତିଵାଦ୍ୟମିଦମ୍ ॥ 9 ॥

ତତ୍ତଦିଂ ନଂ ତରିକୁ ତରିଜଣକୁ କୁକୁ ତଦ୍ଦି
କୁକୁ ତକିଟ ଡିଂଡିଂଗୁ ଡିଗୁଣ କୁକୁ ତଦ୍ଦି
ତତ୍ତ ଝଂ ଝଂ ତରିତ
ତ ଝଂ ଝଂ ତରିତ
ତକତ ଝଂ ଝଂ ତରିତ
ତ ଝଂ ଝଂ ତରିତ
ତରିଦଣତ ଦଣଜଣୁତ ଜଣୁଦିମିତ
କିଟତକ ତରିକିଟତୋଂ
ତକିଟ କିଟତକ ତରିକିଟତୋଂ
ତକିଟ କିଟତକ ତରିକିଟତୋଂ ତାମ୍ ॥ 10 ॥

ତକତକିଟ ତକତକିଟ ତକତକିଟ ତତ୍ତୋଂ
ଶଶିକଲିତ ଶଶିକଲିତ ମୌଲିନଂ ଶୂଲିନମ୍ ।
ତକତକିଟ ତକତକିଟ ତକତକିଟ ତତ୍ତୋଂ
ଵିମଲଶୁଭକମଲଜଲପାଦୁକଂ ପାଣିନମ୍ ।

ଧିତ୍ତକିଟ ଧିତ୍ତକିଟ ଧିତ୍ତକିଟ ତତ୍ତୋଂ
ପ୍ରମଥଗଣଗୁଣକଥିତଶୋଭନଂ ଶୋଭିତମ୍ ।
ଧିତ୍ତକିଟ ଧିତ୍ତକିଟ ଧିତ୍ତକିଟ ତତ୍ତୋଂ
ପୃଥୁଲଭୁଜସରସିଜ ଵିଷାଣକଂ ପୋଷଣମ୍ ।

ତକତକିଟ ତକତକିଟ ତକତକିଟ ତତ୍ତୋଂ
ପନସଫଲକଦଲିଫଲମୋଦନଂ ମୋଦକମ୍ ।
ଧିତ୍ତକିଟ ଧିତ୍ତକିଟ ଧିତ୍ତକିଟ ତତ୍ତୋଂ
ପ୍ରଣତଗୁରୁ ଶିଵତନୟ ଗଣପତି ତାଳନମ୍ ।
ଗଣପତି ତାଳନଂ ଗଣପତି ତାଳନମ୍ ॥ 11 ॥

ବାରମ୍ବାର ପଚରାଯାଉଥିବା ପ୍ରଶ୍ନ

What is ଶ୍ରୀ ଗଣପତି ତାଳମ୍?

ଶ୍ରୀ ଗଣପତି ତାଳମ୍ is a devotional text available on Bhakti Granth in the selected language or script.

Which language or script is this version in?

This edition is published in Odia. Use the language selector to view another available edition.

Can I read ଶ୍ରୀ ଗଣପତି ତାଳମ୍ online?

Yes. The imported text is available directly on this page for online reading and recitation.

Can I download ଶ୍ରୀ ଗଣପତି ତାଳମ୍ as a PDF?

If a verified PDF resource was found on the source page, a PDF download button is automatically connected to this page.

How can I share this page?

Use Copy Link, WhatsApp or Facebook in the sticky sharing bar provided by the Bhakti Granth theme.

Are there related devotional texts on Bhakti Granth?

Yes. The Bhakti Granth theme automatically connects texts through language and topic relationships to strengthen navigation and topical coverage.

WhatsApp Facebook