ଶାରଦା ଭୁଜଂଗ ପ୍ରୟାତ ଅଷ୍ଟକମ୍ (ଅଗସ୍ତ୍ୟ ଋଷି)
ସୁଵକ୍ଷୋଜକୁଂଭାଂ ସୁଧାପୂର୍ଣକୁଂଭାଂ
ପ୍ରସାଦାଵଲଂବାଂ ପ୍ରପୁଣ୍ୟାଵଲଂବାମ୍ ।
ସଦାସ୍ୟେଂଦୁବିଂବାଂ ସଦାନୋଷ୍ଠବିଂବାଂ
ଭଜେ ଶାରଦାଂବାମଜସ୍ରଂ ମଦଂବାମ୍ ॥ 1 ॥
କଟାକ୍ଷେ ଦୟାର୍ଦ୍ରାଂ କରେ ଜ୍ଞାନମୁଦ୍ରାଂ
କଲାଭିର୍ଵିନିଦ୍ରାଂ କଲାପୈଃ ସୁଭଦ୍ରାମ୍ ।
ପୁରସ୍ତ୍ରୀଂ ଵିନିଦ୍ରାଂ ପୁରସ୍ତୁଂଗଭଦ୍ରାଂ
ଭଜେ ଶାରଦାଂବାମଜସ୍ରଂ ମଦଂବାମ୍ ॥ 2 ॥
ଲଲାମାଂକଫାଲାଂ ଲସଦ୍ଗାନଲୋଲାଂ
ସ୍ଵଭକ୍ତୈକପାଲାଂ ୟଶଃଶ୍ରୀକପୋଲାମ୍ ।
କରେ ତ୍ଵକ୍ଷମାଲାଂ କନତ୍ପତ୍ରଲୋଲାଂ
ଭଜେ ଶାରଦାଂବାମଜସ୍ରଂ ମଦଂବାମ୍ ॥ 3 ॥
ସୁସୀମଂତଵେଣୀଂ ଦୃଶା ନିର୍ଜିତୈଣୀଂ
ରମତ୍କୀରଵାଣୀଂ ନମଦ୍ଵଜ୍ରପାଣୀମ୍ ।
ସୁଧାମଂଥରାସ୍ୟାଂ ମୁଦା ଚିଂତ୍ୟଵେଣୀଂ
ଭଜେ ଶାରଦାଂବାମଜସ୍ରଂ ମଦଂବାମ୍ ॥ 4 ॥
ସୁଶାଂତାଂ ସୁଦେହାଂ ଦୃଗଂତେ କଚାଂତାଂ
ଲସତ୍ସଲ୍ଲତାଂଗୀମନଂତାମଚିଂତ୍ୟାମ୍ ।
ସ୍ମରେତ୍ତାପସୈଃ ସର୍ଗପୂର୍ଵସ୍ଥିତାଂ ତାଂ
ଭଜେ ଶାରଦାଂବାମଜସ୍ରଂ ମଦଂବାମ୍ ॥ 5 ॥
କୁରଂଗେ ତୁରଂଗେ ମୃଗେଂଦ୍ରେ ଖଗେଂଦ୍ରେ
ମରାଲେ ମଦେଭେ ମହୋକ୍ଷେଽଧିରୂଢାମ୍ ।
ମହତ୍ୟାଂ ନଵମ୍ୟାଂ ସଦା ସାମରୂପାଂ
ଭଜେ ଶାରଦାଂବାମଜସ୍ରଂ ମଦଂବାମ୍ ॥ 6 ॥
ଜ୍ଵଲତ୍କାଂତିଵହ୍ନିଂ ଜଗନ୍ମୋହନାଂଗୀଂ
ଭଜେ ମାନସାଂଭୋଜ ସୁଭ୍ରାଂତଭୃଂଗୀମ୍ ।
ନିଜସ୍ତୋତ୍ରସଂଗୀତନୃତ୍ୟପ୍ରଭାଂଗୀଂ
ଭଜେ ଶାରଦାଂବାମଜସ୍ରଂ ମଦଂବାମ୍ ॥ 7 ॥
ଭଵାଂଭୋଜନେତ୍ରାଜସଂପୂଜ୍ୟମାନାଂ
ଲସନ୍ମଂଦହାସପ୍ରଭାଵକ୍ତ୍ରଚିହ୍ନାମ୍ ।
ଚଲଚ୍ଚଂଚଲାଚାରୁତାଟଂକକର୍ଣାଂ
ଭଜେ ଶାରଦାଂବାମଜସ୍ରଂ ମଦଂବାମ୍ ॥ 8 ॥
॥ ଇତି ଶ୍ରୀମଚ୍ଛଂକରାଚାର୍ୟଵିରଚିତା ଶ୍ରୀ ଶାରଦା ଭୁଜଂଗ ପ୍ରୟାତାଷ୍ଟକମ୍ ॥
ବାରମ୍ବାର ପଚରାଯାଉଥିବା ପ୍ରଶ୍ନ
What is ଶାରଦା ଭୁଜଂଗ ପ୍ରୟାତ ଅଷ୍ଟକମ୍ (ଅଗସ୍ତ୍ୟ ଋଷି)?
ଶାରଦା ଭୁଜଂଗ ପ୍ରୟାତ ଅଷ୍ଟକମ୍ (ଅଗସ୍ତ୍ୟ ଋଷି) is a devotional text available on Bhakti Granth in the selected language or script.
Which language or script is this version in?
This edition is published in Odia. Use the language selector to view another available edition.
Can I read ଶାରଦା ଭୁଜଂଗ ପ୍ରୟାତ ଅଷ୍ଟକମ୍ (ଅଗସ୍ତ୍ୟ ଋଷି) online?
Yes. The imported text is available directly on this page for online reading and recitation.
Can I download ଶାରଦା ଭୁଜଂଗ ପ୍ରୟାତ ଅଷ୍ଟକମ୍ (ଅଗସ୍ତ୍ୟ ଋଷି) as a PDF?
If a verified PDF resource was found on the source page, a PDF download button is automatically connected to this page.
How can I share this page?
Use Copy Link, WhatsApp or Facebook in the sticky sharing bar provided by the Bhakti Granth theme.
Are there related devotional texts on Bhakti Granth?
Yes. The Bhakti Granth theme automatically connects texts through language and topic relationships to strengthen navigation and topical coverage.