ନଵରତ୍ନ ମାଲିକା ସ୍ତୋତ୍ରମ୍


ହାରନୂପୁରକିରୀଟକୁଂଡଲଵିଭୂଷିତାଵୟଵଶୋଭିନୀଂ
କାରଣେଶଵରମୌଲିକୋଟିପରିକଲ୍ପ୍ୟମାନପଦପୀଠିକାମ୍ ।
କାଲକାଲଫଣିପାଶବାଣଧନୁରଂକୁଶାମରୁଣମେଖଲାଂ
ଫାଲଭୂତିଲକଲୋଚନାଂ ମନସି ଭାଵୟାମି ପରଦେଵତାମ୍ ॥ 1 ॥

ଗଂଧସାରଘନସାରଚାରୁନଵନାଗଵଲ୍ଲିରସଵାସିନୀଂ
ସାଂଧ୍ୟରାଗମଧୁରାଧରାଭରଣସୁଂଦରାନନଶୁଚିସ୍ମିତାମ୍ ।
ମଂଧରାୟତଵିଲୋଚନାମମଲବାଲଚଂଦ୍ରକୃତଶେଖରୀଂ
ଇଂଦିରାରମଣସୋଦରୀଂ ମନସି ଭାଵୟାମି ପରଦେଵତାମ୍ ॥ 2 ॥

ସ୍ମେରଚାରୁମୁଖମଂଡଲାଂ ଵିମଲଗଂଡଲଂବିମଣିମଂଡଲାଂ
ହାରଦାମପରିଶୋଭମାନକୁଚଭାରଭୀରୁତନୁମଧ୍ୟମାମ୍ ।
ଵୀରଗର୍ଵହରନୂପୁରାଂ ଵିଵିଧକାରଣେଶଵରପୀଠିକାଂ
ମାରଵୈରିସହଚାରିଣୀଂ ମନସି ଭାଵୟାମି ପରଦେଵତାମ୍ ॥ 3 ॥

ଭୂରିଭାରଧରକୁଂଡଲୀଂଦ୍ରମଣିବଦ୍ଧଭୂଵଲୟପୀଠିକାଂ
ଵାରିରାଶିମଣିମେଖଲାଵଲୟଵହ୍ନିମଂଡଲଶରୀରିଣୀମ୍ ।
ଵାରିସାରଵହକୁଂଡଲାଂ ଗଗନଶେଖରୀଂ ଚ ପରମାତ୍ମିକାଂ
ଚାରୁଚଂଦ୍ରଵିଲୋଚନାଂ ମନସି ଭାଵୟାମି ପରଦେଵତାମ୍ ॥ 4 ॥

କୁଂଡଲତ୍ରିଵିଧକୋଣମଂଡଲଵିହାରଷଡ୍ଦଲସମୁଲ୍ଲସ-
ତ୍ପୁଂଡରୀକମୁଖଭେଦିନୀଂ ଚ ପ୍ରଚଂଡଭାନୁଭାସମୁଜ୍ଜ୍ଵଲାମ୍ ।
ମଂଡଲେଂଦୁପରିଵାହିତାମୃତତରଂଗିଣୀମରୁଣରୂପିଣୀଂ
ମଂଡଲାଂତମଣିଦୀପିକାଂ ମନସି ଭାଵୟାମି ପରଦେଵତାମ୍ ॥ 5 ॥

ଵାରଣାନନମୟୂରଵାହମୁଖଦାହଵାରଣପୟୋଧରାଂ
ଚାରଣାଦିସୁରସୁଂଦରୀଚିକୁରଶେକରୀକୃତପଦାଂବୁଜାମ୍ ।
କାରଣାଧିପତିପଂଚକପ୍ରକୃତିକାରଣପ୍ରଥମମାତୃକାଂ
ଵାରଣାଂତମୁଖପାରଣାଂ ମନସି ଭାଵୟାମି ପରଦେଵତାମ୍ ॥ 6 ॥

ପଦ୍ମକାଂତିପଦପାଣିପଲ୍ଲଵପୟୋଧରାନନସରୋରୁହାଂ
ପଦ୍ମରାଗମଣିମେଖଲାଵଲୟନୀଵିଶୋଭିତନିତଂବିନୀମ୍ ।
ପଦ୍ମସଂଭଵସଦାଶିଵାଂତମୟପଂଚରତ୍ନପଦପୀଠିକାଂ
ପଦ୍ମିନୀଂ ପ୍ରଣଵରୂପିଣୀଂ ମନସି ଭାଵୟାମି ପରଦେଵତାମ୍ ॥ 7 ॥

ଆଗମପ୍ରଣଵପୀଠିକାମମଲଵର୍ଣମଂଗଳଶରୀରିଣୀଂ
ଆଗମାଵୟଵଶୋଭିନୀମଖିଲଵେଦସାରକୃତଶେଖରୀମ୍ ।
ମୂଲମଂତ୍ରମୁଖମଂଡଲାଂ ମୁଦିତନାଦବିଂଦୁନଵୟୌଵନାଂ
ମାତୃକାଂ ତ୍ରିପୁରସୁଂଦରୀଂ ମନସି ଭାଵୟାମି ପରଦେଵତାମ୍ ॥ 8 ॥

କାଲିକାତିମିରକୁଂତଲାଂତଘନଭୃଂଗମଂଗଳଵିରାଜିନୀଂ
ଚୂଲିକାଶିଖରମାଲିକାଵଲୟମଲ୍ଲିକାସୁରଭିସୌରଭାମ୍ ।
ଵାଲିକାମଧୁରଗଂଡମଂଡଲମନୋହରାନନସରୋରୁହାଂ
କାଲିକାମଖିଲନାୟିକାଂ ମନସି ଭାଵୟାମି ପରଦେଵତାମ୍ ॥ 9 ॥

ନିତ୍ୟମେଵ ନିୟମେନ ଜଲ୍ପତାଂ – ଭୁକ୍ତିମୁକ୍ତିଫଲଦାମଭୀଷ୍ଟଦାମ୍ ।
ଶଂକରେଣ ରଚିତାଂ ସଦା ଜପେନ୍ନାମରତ୍ନନଵରତ୍ନମାଲିକାମ୍ ॥ 10 ॥

ବାରମ୍ବାର ପଚରାଯାଉଥିବା ପ୍ରଶ୍ନ

What is ନଵରତ୍ନ ମାଲିକା ସ୍ତୋତ୍ରମ୍?

ନଵରତ୍ନ ମାଲିକା ସ୍ତୋତ୍ରମ୍ is a devotional text available on Bhakti Granth in the selected language or script.

Which language or script is this version in?

This edition is published in Odia. Use the language selector to view another available edition.

Can I read ନଵରତ୍ନ ମାଲିକା ସ୍ତୋତ୍ରମ୍ online?

Yes. The imported text is available directly on this page for online reading and recitation.

Can I download ନଵରତ୍ନ ମାଲିକା ସ୍ତୋତ୍ରମ୍ as a PDF?

If a verified PDF resource was found on the source page, a PDF download button is automatically connected to this page.

How can I share this page?

Use Copy Link, WhatsApp or Facebook in the sticky sharing bar provided by the Bhakti Granth theme.

Are there related devotional texts on Bhakti Granth?

Yes. The Bhakti Granth theme automatically connects texts through language and topic relationships to strengthen navigation and topical coverage.

WhatsApp Facebook