ଗୋଵିଂଦାଷ୍ଟକମ୍


ସତ୍ୟଂ ଜ୍ଞାନମନଂତଂ ନିତ୍ୟମନାକାଶଂ ପରମାକାଶମ୍ ।
ଗୋଷ୍ଠପ୍ରାଂଗଣରିଂଖଣଲୋଲମନାୟାସଂ ପରମାୟାସମ୍ ।
ମାୟାକଲ୍ପିତନାନାକାରମନାକାରଂ ଭୁଵନାକାରମ୍ ।
କ୍ଷ୍ମାମାନାଥମନାଥଂ ପ୍ରଣମତ ଗୋଵିଂଦଂ ପରମାନଂଦମ୍ ॥ 1 ॥

ମୃତ୍ସ୍ନାମତ୍ସୀହେତି ୟଶୋଦାତାଡନଶୈଶଵ ସଂତ୍ରାସମ୍ ।
ଵ୍ୟାଦିତଵକ୍ତ୍ରାଲୋକିତଲୋକାଲୋକଚତୁର୍ଦଶଲୋକାଲିମ୍ ।
ଲୋକତ୍ରୟପୁରମୂଲସ୍ତଂଭଂ ଲୋକାଲୋକମନାଲୋକମ୍ ।
ଲୋକେଶଂ ପରମେଶଂ ପ୍ରଣମତ ଗୋଵିଂଦଂ ପରମାନଂଦମ୍ ॥ 2 ॥

ତ୍ରୈଵିଷ୍ଟପରିପୁଵୀରଘ୍ନଂ କ୍ଷିତିଭାରଘ୍ନଂ ଭଵରୋଗଘ୍ନମ୍ ।
କୈଵଲ୍ୟଂ ନଵନୀତାହାରମନାହାରଂ ଭୁଵନାହାରମ୍ ।
ଵୈମଲ୍ୟସ୍ଫୁଟଚେତୋଵୃତ୍ତିଵିଶେଷାଭାସମନାଭାସମ୍ ।
ଶୈଵଂ କେଵଲଶାଂତଂ ପ୍ରଣମତ ଗୋଵିଂଦଂ ପରମାନଂଦମ୍ ॥ 3 ॥

ଗୋପାଲଂ ପ୍ରଭୁଲୀଲାଵିଗ୍ରହଗୋପାଲଂ କୁଲଗୋପାଲମ୍ ।
ଗୋପୀଖେଲନଗୋଵର୍ଧନଧୃତିଲୀଲାଲାଲିତଗୋପାଲମ୍ ।
ଗୋଭିର୍ନିଗଦିତ ଗୋଵିଂଦସ୍ଫୁଟନାମାନଂ ବହୁନାମାନମ୍ ।
ଗୋପୀଗୋଚରଦୂରଂ ପ୍ରଣମତ ଗୋଵିଂଦଂ ପରମାନଂଦମ୍ ॥ 4 ॥

ଗୋପୀମଂଡଲଗୋଷ୍ଠୀଭେଦଂ ଭେଦାଵସ୍ଥମଭେଦାଭମ୍ ।
ଶଶ୍ଵଦ୍ଗୋଖୁରନିର୍ଧୂତୋଦ୍ଗତ ଧୂଳୀଧୂସରସୌଭାଗ୍ୟମ୍ ।
ଶ୍ରଦ୍ଧାଭକ୍ତିଗୃହୀତାନଂଦମଚିଂତ୍ୟଂ ଚିଂତିତସଦ୍ଭାଵମ୍ ।
ଚିଂତାମଣିମହିମାନଂ ପ୍ରଣମତ ଗୋଵିଂଦଂ ପରମାନଂଦମ୍ ॥ 5 ॥

ସ୍ନାନଵ୍ୟାକୁଲୟୋଷିଦ୍ଵସ୍ତ୍ରମୁପାଦାୟାଗମୁପାରୂଢମ୍ ।
ଵ୍ୟାଦିତ୍ସଂତୀରଥ ଦିଗ୍ଵସ୍ତ୍ରା ଦାତୁମୁପାକର୍ଷଂତଂ ତାଃ
ନିର୍ଧୂତଦ୍ଵୟଶୋକଵିମୋହଂ ବୁଦ୍ଧଂ ବୁଦ୍ଧେରଂତସ୍ଥମ୍ ।
ସତ୍ତାମାତ୍ରଶରୀରଂ ପ୍ରଣମତ ଗୋଵିଂଦଂ ପରମାନଂଦମ୍ ॥ 6 ॥

କାଂତଂ କାରଣକାରଣମାଦିମନାଦିଂ କାଲଧନାଭାସମ୍ ।
କାଳିଂଦୀଗତକାଲିୟଶିରସି ସୁନୃତ୍ୟଂତଂ ମୁହୁରତ୍ୟଂତମ୍ ।
କାଲଂ କାଲକଲାତୀତଂ କଲିତାଶେଷଂ କଲିଦୋଷଘ୍ନମ୍ ।
କାଲତ୍ରୟଗତିହେତୁଂ ପ୍ରଣମତ ଗୋଵିଂଦଂ ପରମାନଂଦମ୍ ॥ 7 ॥

ବୃଂଦାଵନଭୁଵି ବୃଂଦାରକଗଣବୃଂଦାରାଧିତଵଂଦେହମ୍ ।
କୁଂଦାଭାମଲମଂଦସ୍ମେରସୁଧାନଂଦଂ ସୁହୃଦାନଂଦମ୍ ।
ଵଂଦ୍ୟାଶେଷ ମହାମୁନି ମାନସ ଵଂଦ୍ୟାନଂଦପଦଦ୍ଵଂଦ୍ଵମ୍ ।
ଵଂଦ୍ୟାଶେଷଗୁଣାବ୍ଧିଂ ପ୍ରଣମତ ଗୋଵିଂଦଂ ପରମାନଂଦମ୍ ॥ 8 ॥

ଗୋଵିଂଦାଷ୍ଟକମେତଦଧୀତେ ଗୋଵିଂଦାର୍ପିତଚେତା ୟଃ ।
ଗୋଵିଂଦାଚ୍ୟୁତ ମାଧଵ ଵିଷ୍ଣୋ ଗୋକୁଲନାୟକ କୃଷ୍ଣେତି ।
ଗୋଵିଂଦାଂଘ୍ରି ସରୋଜଧ୍ୟାନସୁଧାଜଲଧୌତସମସ୍ତାଘଃ ।
ଗୋଵିଂଦଂ ପରମାନଂଦାମୃତମଂତସ୍ଥଂ ସ ତମଭ୍ୟେତି ॥

ଇତି ଶ୍ରୀ ଶଂକରାଚାର୍ୟ ଵିରଚିତ ଶ୍ରୀଗୋଵିଂଦାଷ୍ଟକଂ ସମାପ୍ତଂ

ବାରମ୍ବାର ପଚରାଯାଉଥିବା ପ୍ରଶ୍ନ

What is ଗୋଵିଂଦାଷ୍ଟକମ୍?

ଗୋଵିଂଦାଷ୍ଟକମ୍ is a Sri Krishna Stotrams available on Bhakti Granth in the selected language or script.

Which language or script is this version in?

This edition is published in Odia. Use the language selector to view another available edition.

Can I read ଗୋଵିଂଦାଷ୍ଟକମ୍ online?

Yes. The imported text is available directly on this page for online reading and recitation.

Can I download ଗୋଵିଂଦାଷ୍ଟକମ୍ as a PDF?

If a verified PDF resource was found on the source page, a PDF download button is automatically connected to this page.

How can I share this page?

Use Copy Link, WhatsApp or Facebook in the sticky sharing bar provided by the Bhakti Granth theme.

Are there related devotional texts on Bhakti Granth?

Yes. The Bhakti Granth theme automatically connects texts through language and topic relationships to strengthen navigation and topical coverage.

WhatsApp Facebook