ଶ୍ରୀ ନରସିଂହ ଅଷ୍ଟକମ୍


ଶ୍ରୀମଦକଲଂକ ପରିପୂର୍ଣ ଶଶିକୋଟି-
ଶ୍ରୀଧର ମନୋହର ସଟାପଟଲ କାଂତ।
ପାଲୟ କୃପାଲୟ ଭଵାଂବୁଧି-ନିମଗ୍ନଂ
ଦୈତ୍ୟଵରକାଲ ନରସିଂହ ନରସିଂହ ॥ 1 ॥

ପାଦକମଲାଵନତ ପାତକି-ଜନାନାଂ
ପାତକଦଵାନଲ ପତତ୍ରିଵର-କେତୋ।
ଭାଵନ ପରାୟଣ ଭଵାର୍ତିହରୟା ମାଂ
ପାହି କୃପୟୈଵ ନରସିଂହ ନରସିଂହ ॥ 2 ॥

ତୁଂଗନଖ-ପଂକ୍ତି-ଦଲିତାସୁର-ଵରାସୃକ୍
ପଂକ-ନଵକୁଂକୁମ-ଵିପଂକିଲ-ମହୋରଃ ।
ପଂଡିତନିଧାନ-କମଲାଲୟ ନମସ୍ତେ
ପଂକଜନିଷଣ୍ଣ ନରସିଂହ ନରସିଂହ ॥ 3 ॥

ମୌଲିଷୁ ଵିଭୂଷଣମିଵାମର ଵରାଣାଂ
ୟୋଗିହୃଦୟେଷୁ ଚ ଶିରସ୍ସୁନିଗମାନାମ୍ ।
ରାଜଦରଵିଂଦ-ରୁଚିରଂ ପଦୟୁଗଂ ତେ
ଦେହି ମମ ମୂର୍ଧ୍ନି ନରସିଂହ ନରସିଂହ ॥ 4 ॥

ଵାରିଜଵିଲୋଚନ ମଦଂତିମ-ଦଶାୟାଂ
କ୍ଲେଶ-ଵିଵଶୀକୃତ-ସମସ୍ତ-କରଣାୟାମ୍ ।
ଏହି ରମୟା ସହ ଶରଣ୍ୟ ଵିହଗାନାଂ
ନାଥମଧିରୁହ୍ୟ ନରସିଂହ ନରସିଂହ ॥ 5 ॥

ହାଟକ-କିରୀଟ-ଵରହାର-ଵନମାଲା
ଧାରରଶନା-ମକରକୁଂଡଲ-ମଣୀଂଦ୍ରୈଃ ।
ଭୂଷିତମଶେଷ-ନିଲୟଂ ତଵ ଵପୁର୍ମେ
ଚେତସି ଚକାସ୍ତୁ ନରସିଂହ ନରସିଂହ ॥ 6 ॥

ଇଂଦୁ ରଵି ପାଵକ ଵିଲୋଚନ ରମାୟାଃ
ମଂଦିର ମହାଭୁଜ-ଲସଦ୍ଵର-ରଥାଂଗ।
ସୁଂଦର ଚିରାୟ ରମତାଂ ତ୍ଵୟି ମନୋ ମେ
ନଂଦିତ ସୁରେଶ ନରସିଂହ ନରସିଂହ ॥ 7 ॥

ମାଧଵ ମୁକୁଂଦ ମଧୁସୂଦନ ମୁରାରେ
ଵାମନ ନୃସିଂହ ଶରଣଂ ଭଵ ନତାନାମ୍ ।
କାମଦ ଘୃଣିନ୍ ନିଖିଲକାରଣ ନୟେୟଂ
କାଲମମରେଶ ନରସିଂହ ନରସିଂହ ॥ 8 ॥

ଅଷ୍ଟକମିଦଂ ସକଲ-ପାତକ-ଭୟଘ୍ନଂ
କାମଦଂ ଅଶେଷ-ଦୁରିତାମୟ-ରିପୁଘ୍ନମ୍ ।
ୟଃ ପଠତି ସଂତତମଶେଷ-ନିଲୟଂ ତେ
ଗଚ୍ଛତି ପଦଂ ସ ନରସିଂହ ନରସିଂହ ॥ 9 ॥

ବାରମ୍ବାର ପଚରାଯାଉଥିବା ପ୍ରଶ୍ନ

What is ଶ୍ରୀ ନରସିଂହ ଅଷ୍ଟକମ୍?

ଶ୍ରୀ ନରସିଂହ ଅଷ୍ଟକମ୍ is a Vishnu Stotrams available on Bhakti Granth in the selected language or script.

Which language or script is this version in?

This edition is published in Odia. Use the language selector to view another available edition.

Can I read ଶ୍ରୀ ନରସିଂହ ଅଷ୍ଟକମ୍ online?

Yes. The imported text is available directly on this page for online reading and recitation.

Can I download ଶ୍ରୀ ନରସିଂହ ଅଷ୍ଟକମ୍ as a PDF?

If a verified PDF resource was found on the source page, a PDF download button is automatically connected to this page.

How can I share this page?

Use Copy Link, WhatsApp or Facebook in the sticky sharing bar provided by the Bhakti Granth theme.

Are there related devotional texts on Bhakti Granth?

Yes. The Bhakti Granth theme automatically connects texts through language and topic relationships to strengthen navigation and topical coverage.

WhatsApp Facebook