ନାମ ରାମାୟଣମ୍
॥ ବାଲକାଂଡଃ ॥
ଶୁଦ୍ଧବ୍ରହ୍ମପରାତ୍ପର ରାମ ।
କାଲାତ୍ମକପରମେଶ୍ଵର ରାମ ।
ଶେଷତଲ୍ପସୁଖନିଦ୍ରିତ ରାମ ।
ବ୍ରହ୍ମାଦ୍ୟମରପ୍ରାର୍ଥିତ ରାମ ।
ଚଂଡକିରଣକୁଲମଂଡନ ରାମ ।
ଶ୍ରୀମଦ୍ଦଶରଥନଂଦନ ରାମ ।
କୌସଲ୍ୟାସୁଖଵର୍ଧନ ରାମ ।
ଵିଶ୍ଵାମିତ୍ରପ୍ରିୟଧନ ରାମ ।
ଘୋରତାଟକାଘାତକ ରାମ ।
ମାରୀଚାଦିନିପାତକ ରାମ । 10 ।
କୌଶିକମଖସଂରକ୍ଷକ ରାମ ।
ଶ୍ରୀମଦହଲ୍ୟୋଦ୍ଧାରକ ରାମ ।
ଗୌତମମୁନିସଂପୂଜିତ ରାମ ।
ସୁରମୁନିଵରଗଣସଂସ୍ତୁତ ରାମ ।
ନାଵିକଧାଵିକମୃଦୁପଦ ରାମ ।
ମିଥିଲାପୁରଜନମୋହକ ରାମ ।
ଵିଦେହମାନସରଂଜକ ରାମ ।
ତ୍ର୍ୟଂବକକାର୍ମୁଖଭଂଜକ ରାମ ।
ସୀତାର୍ପିତଵରମାଲିକ ରାମ ।
କୃତଵୈଵାହିକକୌତୁକ ରାମ । 20 ।
ଭାର୍ଗଵଦର୍ପଵିନାଶକ ରାମ ।
ଶ୍ରୀମଦୟୋଧ୍ୟାପାଲକ ରାମ ॥
ରାମ ରାମ ଜୟ ରାଜା ରାମ ।
ରାମ ରାମ ଜୟ ସୀତା ରାମ ॥
॥ ଅୟୋଧ୍ୟାକାଂଡଃ ॥
ଅଗଣିତଗୁଣଗଣଭୂଷିତ ରାମ ।
ଅଵନୀତନୟାକାମିତ ରାମ ।
ରାକାଚଂଦ୍ରସମାନନ ରାମ ।
ପିତୃଵାକ୍ୟାଶ୍ରିତକାନନ ରାମ ।
ପ୍ରିୟଗୁହଵିନିଵେଦିତପଦ ରାମ ।
ତତ୍କ୍ଷାଲିତନିଜମୃଦୁପଦ ରାମ ।
ଭରଦ୍ଵାଜମୁଖାନଂଦକ ରାମ ।
ଚିତ୍ରକୂଟାଦ୍ରିନିକେତନ ରାମ । 30 ।
ଦଶରଥସଂତତଚିଂତିତ ରାମ ।
କୈକେୟୀତନୟାର୍ପିତ ରାମ । (ତନୟାର୍ଥିତ)
ଵିରଚିତନିଜପିତୃକର୍ମକ ରାମ ।
ଭରତାର୍ପିତନିଜପାଦୁକ ରାମ ॥
ରାମ ରାମ ଜୟ ରାଜା ରାମ ।
ରାମ ରାମ ଜୟ ସୀତା ରାମ ॥
॥ ଅରଣ୍ୟକାଂଡଃ ॥
ଦଂଡକାଵନଜନପାଵନ ରାମ ।
ଦୁଷ୍ଟଵିରାଧଵିନାଶନ ରାମ ।
ଶରଭଂଗସୁତୀକ୍ଷ୍ଣାର୍ଚିତ ରାମ ।
ଅଗସ୍ତ୍ୟାନୁଗ୍ରହଵର୍ଦିତ ରାମ ।
ଗୃଧ୍ରାଧିପସଂସେଵିତ ରାମ ।
ପଂଚଵଟୀତଟସୁସ୍ଥିତ ରାମ । 40 ।
ଶୂର୍ପଣଖାର୍ତ୍ତିଵିଧାୟକ ରାମ ।
ଖରଦୂଷଣମୁଖସୂଦକ ରାମ ।
ସୀତାପ୍ରିୟହରିଣାନୁଗ ରାମ ।
ମାରୀଚାର୍ତିକୃତାଶୁଗ ରାମ ।
ଵିନଷ୍ଟସୀତାନ୍ଵେଷକ ରାମ ।
ଗୃଧ୍ରାଧିପଗତିଦାୟକ ରାମ ।
ଶବରୀଦତ୍ତଫଲାଶନ ରାମ ।
କବଂଧବାହୁଚ୍ଛେଦନ ରାମ ॥
ରାମ ରାମ ଜୟ ରାଜା ରାମ ।
ରାମ ରାମ ଜୟ ସୀତା ରାମ ॥
॥ କିଷ୍କିଂଧାକାଂଡଃ ॥
ହନୁମତ୍ସେଵିତନିଜପଦ ରାମ ।
ନତସୁଗ୍ରୀଵାଭୀଷ୍ଟଦ ରାମ । 50 ।
ଗର୍ଵିତଵାଲିସଂହାରକ ରାମ ।
ଵାନରଦୂତପ୍ରେଷକ ରାମ ।
ହିତକରଲକ୍ଷ୍ମଣସଂୟୁତ ରାମ ।
ରାମ ରାମ ଜୟ ରାଜା ରାମ ।
ରାମ ରାମ ଜୟ ସୀତା ରାମ ।
॥ ସୁଂଦରକାଂଡଃ ॥
କପିଵରସଂତତସଂସ୍ମୃତ ରାମ ।
ତଦ୍ଗତିଵିଘ୍ନଧ୍ଵଂସକ ରାମ ।
ସୀତାପ୍ରାଣାଧାରକ ରାମ ।
ଦୁଷ୍ଟଦଶାନନଦୂଷିତ ରାମ ।
ଶିଷ୍ଟହନୂମଦ୍ଭୂଷିତ ରାମ ।
ସୀତାଵେଦିତକାକାଵନ ରାମ ।
କୃତଚୂଡାମଣିଦର୍ଶନ ରାମ । 60 ।
କପିଵରଵଚନାଶ୍ଵାସିତ ରାମ ॥
ରାମ ରାମ ଜୟ ରାଜା ରାମ ।
ରାମ ରାମ ଜୟ ସୀତା ରାମ ॥
॥ ୟୁଦ୍ଧକାଂଡଃ ॥
ରାଵଣନିଧନପ୍ରସ୍ଥିତ ରାମ ।
ଵାନରସୈନ୍ୟସମାଵୃତ ରାମ ।
ଶୋଷିତଶରଦୀଶାର୍ତ୍ତିତ ରାମ ।
ଵିଭୀଷ୍ଣାଭୟଦାୟକ ରାମ ।
ପର୍ଵତସେତୁନିବଂଧକ ରାମ ।
କୁଂଭକର୍ଣଶିରଶ୍ଛେଦକ ରାମ ।
ରାକ୍ଷସସଂଘଵିମର୍ଧକ ରାମ ।
ଅହିମହିରାଵଣଚାରଣ ରାମ ।
ସଂହୃତଦଶମୁଖରାଵଣ ରାମ । 70 ।
ଵିଧିଭଵମୁଖସୁରସଂସ୍ତୁତ ରାମ ।
ଖଃସ୍ଥିତଦଶରଥଵୀକ୍ଷିତ ରାମ ।
ସୀତାଦର୍ଶନମୋଦିତ ରାମ ।
ଅଭିଷିକ୍ତଵିଭୀଷଣନୁତ ରାମ । (ନତ)
ପୁଷ୍ପକୟାନାରୋହଣ ରାମ ।
ଭରଦ୍ଵାଜାଦିନିଷେଵଣ ରାମ ।
ଭରତପ୍ରାଣପ୍ରିୟକର ରାମ ।
ସାକେତପୁରୀଭୂଷଣ ରାମ ।
ସକଲସ୍ଵୀୟସମାନତ ରାମ ।
ରତ୍ନଲସତ୍ପୀଠାସ୍ଥିତ ରାମ । 80 ।
ପଟ୍ଟାଭିଷେକାଲଂକୃତ ରାମ ।
ପାର୍ଥିଵକୁଲସମ୍ମାନିତ ରାମ ।
ଵିଭୀଷଣାର୍ପିତରଂଗକ ରାମ ।
କୀଶକୁଲାନୁଗ୍ରହକର ରାମ ।
ସକଲଜୀଵସଂରକ୍ଷକ ରାମ ।
ସମସ୍ତଲୋକୋଦ୍ଧାରକ ରାମ ॥ (ଲୋକାଧାରକ)
ରାମ ରାମ ଜୟ ରାଜା ରାମ ।
ରାମ ରାମ ଜୟ ସୀତା ରାମ ॥
॥ ଉତ୍ତରକାଂଡଃ ॥
ଆଗତ ମୁନିଗଣ ସଂସ୍ତୁତ ରାମ ।
ଵିଶ୍ରୁତଦଶକଂଠୋଦ୍ଭଵ ରାମ ।
ସୀତାଲିଂଗନନିର୍ଵୃତ ରାମ ।
ନୀତିସୁରକ୍ଷିତଜନପଦ ରାମ । 90 ।
ଵିପିନତ୍ୟାଜିତଜନକଜ ରାମ ।
କାରିତଲଵଣାସୁରଵଧ ରାମ ।
ସ୍ଵର୍ଗତଶଂବୁକ ସଂସ୍ତୁତ ରାମ ।
ସ୍ଵତନୟକୁଶଲଵନଂଦିତ ରାମ ।
ଅଶ୍ଵମେଧକ୍ରତୁଦୀକ୍ଷିତ ରାମ ।
କାଲାଵେଦିତସୁରପଦ ରାମ ।
ଆୟୋଧ୍ୟକଜନମୁକ୍ତିତ ରାମ ।
ଵିଧିମୁଖଵିଭୁଦାନଂଦକ ରାମ ।
ତେଜୋମୟନିଜରୂପକ ରାମ ।
ସଂସୃତିବଂଧଵିମୋଚକ ରାମ । 100 ।
ଧର୍ମସ୍ଥାପନତତ୍ପର ରାମ ।
ଭକ୍ତିପରାୟଣମୁକ୍ତିଦ ରାମ ।
ସର୍ଵଚରାଚରପାଲକ ରାମ ।
ସର୍ଵଭଵାମୟଵାରକ ରାମ ।
ଵୈକୁଂଠାଲୟସଂସ୍ଥିତ ରାମ ।
ନିତ୍ୟାନଂଦପଦସ୍ଥିତ ରାମ ॥
ରାମ ରାମ ଜୟ ରାଜା ରାମ ॥
ରାମ ରାମ ଜୟ ସୀତା ରାମ ॥ 108 ॥
ଇତି ଶ୍ରୀଲକ୍ଷ୍ମଣାଚାର୍ୟଵିରଚିତଂ ନାମରାମାୟଣଂ ସଂପୂର୍ଣମ୍ ।
ବାରମ୍ବାର ପଚରାଯାଉଥିବା ପ୍ରଶ୍ନ
What is ନାମ ରାମାୟଣମ୍?
ନାମ ରାମାୟଣମ୍ is a Sri Rama Stotrams available on Bhakti Granth in the selected language or script.
Which language or script is this version in?
This edition is published in Odia. Use the language selector to view another available edition.
Can I read ନାମ ରାମାୟଣମ୍ online?
Yes. The imported text is available directly on this page for online reading and recitation.
Can I download ନାମ ରାମାୟଣମ୍ as a PDF?
If a verified PDF resource was found on the source page, a PDF download button is automatically connected to this page.
How can I share this page?
Use Copy Link, WhatsApp or Facebook in the sticky sharing bar provided by the Bhakti Granth theme.
Are there related devotional texts on Bhakti Granth?
Yes. The Bhakti Granth theme automatically connects texts through language and topic relationships to strengthen navigation and topical coverage.