କୁବେର ଅଷ୍ଟୋତ୍ତର ଶତ ନାମାଵଳି


ଓଂ କୁବେରାୟ ନମଃ ।
ଓଂ ଧନଦାୟ ନମଃ ।
ଓଂ ଶ୍ରୀମତେ ନମଃ ।
ଓଂ ୟକ୍ଷେଶାୟ ନମଃ ।
ଓଂ ଗୁହ୍ୟକେଶ୍ଵରାୟ ନମଃ ।
ଓଂ ନିଧୀଶାୟ ନମଃ ।
ଓଂ ଶଂକରସଖାୟ ନମଃ ।
ଓଂ ମହାଲକ୍ଷ୍ମୀନିଵାସଭୁଵେ ନମଃ ।
ଓଂ ମହାପଦ୍ମନିଧୀଶାୟ ନମଃ । 9

ଓଂ ପୂର୍ଣାୟ ନମଃ ।
ଓଂ ପଦ୍ମନିଧୀଶ୍ଵରାୟ ନମଃ ।
ଓଂ ଶଂଖାଖ୍ୟନିଧିନାଥାୟ ନମଃ ।
ଓଂ ମକରାଖ୍ୟନିଧିପ୍ରିୟାୟ ନମଃ ।
ଓଂ ସୁକଚ୍ଛପନିଧୀଶାୟ ନମଃ ।
ଓଂ ମୁକୁଂଦନିଧିନାୟକାୟ ନମଃ ।
ଓଂ କୁଂଦାଖ୍ୟନିଧିନାଥାୟ ନମଃ ।
ଓଂ ନୀଲନିଧ୍ୟଧିପାୟ ନମଃ ।
ଓଂ ମହତେ ନମଃ । 18

ଓଂ ଖର୍ଵନିଧ୍ୟଧିପାୟ ନମଃ ।
ଓଂ ପୂଜ୍ୟାୟ ନମଃ ।
ଓଂ ଲକ୍ଷ୍ମିସାମ୍ରାଜ୍ୟଦାୟକାୟ ନମଃ ।
ଓଂ ଇଲାଵିଡାପୁତ୍ରାୟ ନମଃ ।
ଓଂ କୋଶାଧୀଶାୟ ନମଃ ।
ଓଂ କୁଲାଧୀଶାୟ ନମଃ ।
ଓଂ ଅଶ୍ଵାରୂଢାୟ ନମଃ ।
ଓଂ ଵିଶ୍ଵଵଂଦ୍ୟାୟ ନମଃ ।
ଓଂ ଵିଶେଷଜ୍ଞାୟ ନମଃ । 27

ଓଂ ଵିଶାରଦାୟ ନମଃ ।
ଓଂ ନଲକୂବରନାଥାୟ ନମଃ ।
ଓଂ ମଣିଗ୍ରୀଵପିତ୍ରେ ନମଃ ।
ଓଂ ଗୂଢମଂତ୍ରାୟ ନମଃ ।
ଓଂ ଵୈଶ୍ରଵଣାୟ ନମଃ ।
ଓଂ ଚିତ୍ରଲେଖାମନଃପ୍ରିୟାୟ ନମଃ ।
ଓଂ ଏକପିଂଛାୟ ନମଃ ।
ଓଂ ଅଲକାଧୀଶାୟ ନମଃ ।
ଓଂ ପୌଲସ୍ତ୍ୟାୟ ନମଃ । 36

ଓଂ ନରଵାହନାୟ ନମଃ ।
ଓଂ କୈଲାସଶୈଲନିଲୟାୟ ନମଃ ।
ଓଂ ରାଜ୍ୟଦାୟ ନମଃ ।
ଓଂ ରାଵଣାଗ୍ରଜାୟ ନମଃ ।
ଓଂ ଚିତ୍ରଚୈତ୍ରରଥାୟ ନମଃ ।
ଓଂ ଉଦ୍ୟାନଵିହାରାୟ ନମଃ ।
ଓଂ ଵିହାରସୁକୁତୂହଲାୟ ନମଃ ।
ଓଂ ମହୋତ୍ସାହାୟ ନମଃ ।
ଓଂ ମହାପ୍ରାଜ୍ଞାୟ ନମଃ । 45

ଓଂ ସଦାପୁଷ୍ପକଵାହନାୟ ନମଃ ।
ଓଂ ସାର୍ଵଭୌମାୟ ନମଃ ।
ଓଂ ଅଂଗନାଥାୟ ନମଃ ।
ଓଂ ସୋମାୟ ନମଃ ।
ଓଂ ସୌମ୍ୟାଦିକେଶ୍ଵରାୟ ନମଃ ।
ଓଂ ପୁଣ୍ୟାତ୍ମନେ ନମଃ ।
ଓଂ ପୁରୁହୂତ ଶ୍ରିୟୈ ନମଃ ।
ଓଂ ସର୍ଵପୁଣ୍ୟଜନେଶ୍ଵରାୟ ନମଃ ।
ଓଂ ନିତ୍ୟକୀର୍ତୟେ ନମଃ । 54

ଓଂ ନିଧିଵେତ୍ରେ ନମଃ ।
ଓଂ ଲଂକାପ୍ରାକ୍ଧନନାୟକାୟ ନମଃ ।
ଓଂ ୟକ୍ଷିଣୀଵୃତାୟ ନମଃ ।
ଓଂ ୟକ୍ଷାୟ ନମଃ ।
ଓଂ ପରମଶାଂତାତ୍ମନେ ନମଃ ।
ଓଂ ୟକ୍ଷରାଜାୟ ନମଃ ।
ଓଂ ୟକ୍ଷିଣୀ ହୃଦୟାୟ ନମଃ ।
ଓଂ କିନ୍ନରେଶ୍ଵରାୟ ନମଃ ।
ଓଂ କିଂପୁରୁଷନାଥାୟ ନମଃ । 63

ଓଂ ନାଥାୟ ନମଃ ।
ଓଂ ଖଡ୍ଗାୟୁଧାୟ ନମଃ ।
ଓଂ ଵଶିନେ ନମଃ ।
ଓଂ ଈଶାନଦକ୍ଷପାର୍ଶ୍ଵସ୍ଥାୟ ନମଃ ।
ଓଂ ଵାୟୁଵାମସମାଶ୍ରୟାୟ ନମଃ ।
ଓଂ ଧର୍ମମାର୍ଗୈକନିରତାୟ ନମଃ ।
ଓଂ ଧର୍ମସମ୍ମୁଖସଂସ୍ଥିତାୟ ନମଃ ।
ଓଂ ଵିତ୍ତେଶ୍ଵରାୟ ନମଃ ।
ଓଂ ଧନାଧ୍ୟକ୍ଷାୟ ନମଃ । 72

ଓଂ ଅଷ୍ଟଲକ୍ଷ୍ମ୍ୟାଶ୍ରିତାଲୟାୟ ନମଃ ।
ଓଂ ମନୁଷ୍ୟଧର୍ମିଣେ ନମଃ ।
ଓଂ ସତ୍କୃତାୟ ନମଃ ।
ଓଂ କୋଶଲକ୍ଷ୍ମୀ ସମାଶ୍ରିତାୟ ନମଃ ।
ଓଂ ଧନଲକ୍ଷ୍ମୀ ନିତ୍ୟନିଵାସାୟ ନମଃ ।
ଓଂ ଧାନ୍ୟଲକ୍ଷ୍ମୀ ନିଵାସଭୁଵେ ନମଃ ।
ଓଂ ଅଷ୍ଟଲକ୍ଷ୍ମୀ ସଦାଵାସାୟ ନମଃ ।
ଓଂ ଗଜଲକ୍ଷ୍ମୀ ସ୍ଥିରାଲୟାୟ ନମଃ ।
ଓଂ ରାଜ୍ୟଲକ୍ଷ୍ମୀ ଜନ୍ମଗେହାୟ ନମଃ । 81

ଓଂ ଧୈର୍ୟଲକ୍ଷ୍ମୀ କୃପାଶ୍ରୟାୟ ନମଃ ।
ଓଂ ଅଖଂଡୈଶ୍ଵର୍ୟ ସଂୟୁକ୍ତାୟ ନମଃ ।
ଓଂ ନିତ୍ୟାନଂଦାୟ ନମଃ ।
ଓଂ ସାଗରାଶ୍ରୟାୟ ନମଃ ।
ଓଂ ନିତ୍ୟତୃପ୍ତାୟ ନମଃ ।
ଓଂ ନିଧିଧାତ୍ରେ ନମଃ ।
ଓଂ ନିରାଶ୍ରୟାୟ ନମଃ ।
ଓଂ ନିରୁପଦ୍ରଵାୟ ନମଃ ।
ଓଂ ନିତ୍ୟକାମାୟ ନମଃ । 90

ଓଂ ନିରାକାଂକ୍ଷାୟ ନମଃ ।
ଓଂ ନିରୁପାଧିକଵାସଭୁଵେ ନମଃ ।
ଓଂ ଶାଂତାୟ ନମଃ ।
ଓଂ ସର୍ଵଗୁଣୋପେତାୟ ନମଃ ।
ଓଂ ସର୍ଵଜ୍ଞାୟ ନମଃ ।
ଓଂ ସର୍ଵସମ୍ମତାୟ ନମଃ ।
ଓଂ ସର୍ଵାଣିକରୁଣାପାତ୍ରାୟ ନମଃ ।
ଓଂ ସଦାନଂଦକୃପାଲୟାୟ ନମଃ ।
ଓଂ ଗଂଧର୍ଵକୁଲସଂସେଵ୍ୟାୟ ନମଃ । 99

ଓଂ ସୌଗଂଧିକକୁସୁମପ୍ରିୟାୟ ନମଃ ।
ଓଂ ସ୍ଵର୍ଣନଗରୀଵାସାୟ ନମଃ ।
ଓଂ ନିଧିପୀଠସମାଶ୍ରୟାୟ ନମଃ ।
ଓଂ ମହାମେରୂତ୍ତରସ୍ଥାୟିନେ ନମଃ ।
ଓଂ ମହର୍ଷିଗଣସଂସ୍ତୁତାୟ ନମଃ ।
ଓଂ ତୁଷ୍ଟାୟ ନମଃ ।
ଓଂ ଶୂର୍ପଣଖା ଜ୍ୟେଷ୍ଠାୟ ନମଃ ।
ଓଂ ଶିଵପୂଜାରତାୟ ନମଃ ।
ଓଂ ଅନଘାୟ ନମଃ । 108

ଇତି ଶ୍ରୀ କୁବେର ଅଷ୍ଟୋତ୍ତରଶତନାମାଵଳିଃ ॥

ବାରମ୍ବାର ପଚରାଯାଉଥିବା ପ୍ରଶ୍ନ

What is କୁବେର ଅଷ୍ଟୋତ୍ତର ଶତ ନାମାଵଳି?

କୁବେର ଅଷ୍ଟୋତ୍ତର ଶତ ନାମାଵଳି is a Namavalis & Sahasranamas available on Bhakti Granth in the selected language or script.

Which language or script is this version in?

This edition is published in Odia. Use the language selector to view another available edition.

Can I read କୁବେର ଅଷ୍ଟୋତ୍ତର ଶତ ନାମାଵଳି online?

Yes. The imported text is available directly on this page for online reading and recitation.

Can I download କୁବେର ଅଷ୍ଟୋତ୍ତର ଶତ ନାମାଵଳି as a PDF?

If a verified PDF resource was found on the source page, a PDF download button is automatically connected to this page.

How can I share this page?

Use Copy Link, WhatsApp or Facebook in the sticky sharing bar provided by the Bhakti Granth theme.

Are there related devotional texts on Bhakti Granth?

Yes. The Bhakti Granth theme automatically connects texts through language and topic relationships to strengthen navigation and topical coverage.

WhatsApp Facebook