ଦାରିଦ୍ର୍ୟ ଦହନ ଶିଵ ସ୍ତୋତ୍ରମ୍


ଵିଶ୍ଵେଶ୍ଵରାୟ ନରକାର୍ଣଵ ତାରଣାୟ
କର୍ଣାମୃତାୟ ଶଶିଶେଖର ଧାରଣାୟ ।
କର୍ପୂରକାଂତି ଧଵଳାୟ ଜଟାଧରାୟ
ଦାରିଦ୍ର୍ୟଦୁଃଖ ଦହନାୟ ନମଶ୍ଶିଵାୟ ॥ 1 ॥

ଗୌରୀପ୍ରିୟାୟ ରଜନୀଶ କଳାଧରାୟ
କାଲାଂତକାୟ ଭୁଜଗାଧିପ କଂକଣାୟ ।
ଗଂଗାଧରାୟ ଗଜରାଜ ଵିମର୍ଧନାୟ
ଦାରିଦ୍ର୍ୟଦୁଃଖ ଦହନାୟ ନମଶ୍ଶିଵାୟ ॥ 2 ॥

ଭକ୍ତପ୍ରିୟାୟ [ଭକ୍ତିପ୍ରିୟାୟ] ଭଵରୋଗ ଭୟାପହାୟ
ଉଗ୍ରାୟ ଦୁଃଖ [ଦୁର୍ଗ] ଭଵସାଗର ତାରଣାୟ ।
ଜ୍ୟୋତିର୍ମୟାୟ ଗୁଣନାମ ସୁନୃତ୍ୟକାୟ
ଦାରିଦ୍ର୍ୟଦୁଃଖ ଦହନାୟ ନମଶ୍ଶିଵାୟ ॥ 3 ॥

ଚର୍ମାଂବରାୟ ଶଵଭସ୍ମ ଵିଲେପନାୟ
ଫାଲେକ୍ଷଣାୟ ମଣିକୁଂଡଲ ମଂଡିତାୟ ।
ମଂଜୀରପାଦୟୁଗଳାୟ ଜଟାଧରାୟ
ଦାରିଦ୍ର୍ୟଦୁଃଖ ଦହନାୟ ନମଶ୍ଶିଵାୟ ॥ 4 ॥

ପଂଚାନନାୟ ଫଣିରାଜ ଵିଭୂଷଣାୟ
ହେମାଂକୁଶାୟ ଭୁଵନତ୍ରୟ ମଂଡିତାୟ
ଆନଂଦ ଭୂମି ଵରଦାୟ ତମୋପୟାୟ [ତମୋମୟାୟ] ।
ଦାରିଦ୍ର୍ୟଦୁଃଖ ଦହନାୟ ନମଶ୍ଶିଵାୟ ॥ 5 ॥

ଭାନୁପ୍ରିୟାୟ ଭଵସାଗର ତାରଣାୟ
କାଲାଂତକାୟ କମଲାସନ ପୂଜିତାୟ ।
ନେତ୍ରତ୍ରୟାୟ ଶୁଭଲକ୍ଷଣ ଲକ୍ଷିତାୟ
ଦାରିଦ୍ର୍ୟଦୁଃଖ ଦହନାୟ ନମଶ୍ଶିଵାୟ ॥ 6 ॥

ରାମପ୍ରିୟାୟ ରଘୁନାଥ ଵରପ୍ରଦାୟ
ନାଗପ୍ରିୟାୟ ନରକାର୍ଣଵ ତାରଣାୟ ।
ପୁଣ୍ୟାୟ [ପୁଣ୍ୟେଷୁ] ପୁଣ୍ୟଭରିତାୟ ସୁରାର୍ଚିତାୟ
ଦାରିଦ୍ର୍ୟଦୁଃଖ ଦହନାୟ ନମଶ୍ଶିଵାୟ ॥ 7 ॥

ମୁକ୍ତେଶ୍ଵରାୟ ଫଲଦାୟ ଗଣେଶ୍ଵରାୟ
ଗୀତାପ୍ରିୟାୟ ଵୃଷଭେଶ୍ଵର ଵାହନାୟ ।
ମାତଂଗଚର୍ମ ଵସନାୟ ମହେଶ୍ଵରାୟ
ଦାରିଦ୍ର୍ୟଦୁଃଖ ଦହନାୟ ନମଶ୍ଶିଵାୟ ॥ 8 ॥

ଵସିଷ୍ଠେନ କୃତଂ ସ୍ତୋତ୍ରଂ ସର୍ଵରୋଗ ନିଵାରଣମ୍ ।
ସର୍ଵସଂପତ୍କରଂ ଶୀଘ୍ରଂ ପୁତ୍ରପୌତ୍ରାଦି ଵର୍ଧନମ୍ ।
[ଶୁଭଦଂ କାମଦଂ ହୃଦ୍ୟଂ ଧନଧାନ୍ୟ ପ୍ରଵର୍ଧନମ୍]
ତ୍ରିସଂଧ୍ୟଂ ୟଃ ପଠେନ୍ନିତ୍ୟଂ ସ ହି ସ୍ଵର୍ଗ ମଵାପ୍ନୁୟାତ୍ ॥ 9 ॥

॥ ଇତି ଶ୍ରୀ ଵସିଷ୍ଠ ଵିରଚିତଂ ଦାରିଦ୍ର୍ୟଦହନ ଶିଵସ୍ତୋତ୍ରଂ ସଂପୂର୍ଣମ୍ ॥

alternate first verse
ଗୌରୀଵିଲାସ ଭୁଵନାୟ ମହେଶ୍ଵରାୟ
ପଂଚାନନାୟ ଶରଣାଗତ କଲ୍ପଦାୟ ।
ଶର୍ଵାୟ ସର୍ଵଜଗତାମଧିପାୟ
ତସ୍ମୈ ଦାରିଦ୍ର୍ୟ ଦୁଃଖଦହନାୟ ନମଃ ଶିଵାୟ ॥

ବାରମ୍ବାର ପଚରାଯାଉଥିବା ପ୍ରଶ୍ନ

What is ଦାରିଦ୍ର୍ୟ ଦହନ ଶିଵ ସ୍ତୋତ୍ରମ୍?

ଦାରିଦ୍ର୍ୟ ଦହନ ଶିଵ ସ୍ତୋତ୍ରମ୍ is a Shiva Stotrams available on Bhakti Granth in the selected language or script.

Which language or script is this version in?

This edition is published in Odia. Use the language selector to view another available edition.

Can I read ଦାରିଦ୍ର୍ୟ ଦହନ ଶିଵ ସ୍ତୋତ୍ରମ୍ online?

Yes. The imported text is available directly on this page for online reading and recitation.

Can I download ଦାରିଦ୍ର୍ୟ ଦହନ ଶିଵ ସ୍ତୋତ୍ରମ୍ as a PDF?

If a verified PDF resource was found on the source page, a PDF download button is automatically connected to this page.

How can I share this page?

Use Copy Link, WhatsApp or Facebook in the sticky sharing bar provided by the Bhakti Granth theme.

Are there related devotional texts on Bhakti Granth?

Yes. The Bhakti Granth theme automatically connects texts through language and topic relationships to strengthen navigation and topical coverage.

WhatsApp Facebook